www.samajalive.in
Wednesday, December 10, 2025
14.1 C
Bhubaneswar

ରାଜ୍ୟରେ କେମିତି କାମ କରୁଛି ପୁଲିସ ? ଜାଣନ୍ତୁ ସର୍ଭେ ରିପୋର୍ଟ

ଲଖନଉ: ପୁଲିସର କାର୍ଯ୍ୟକୁ ନେଇ କେତେ ସନ୍ତୁଷ୍ଟ ଜନତା? ଅପରାଧ ବିରୋଧରେ କେତେ ସକ୍ରିୟ ରହିଛି ପୁଲିସ ? ପୁଲିସ କାର୍ଯ୍ୟ ଦକ୍ଷତାକୁ ନେଇ କେଉଁ ଜିଲ୍ଲାରେ ଖୁସି ଅଛନ୍ତି କେତେ ଲୋକ ? ଏପରି କିଛି ପ୍ରଶ୍ନର ଉତ୍ତର ଜଣିବାକୁ ଉତ୍ତରପ୍ରଦେଶର ଗୋରଖପୁରରେ ଏକ ନୂଆ ପ୍ରୟାସ କରାଯାଇଛି । ଏନେଇ ୧୧ ଜିଲ୍ଲାରେ ସୋସିଆଲ ମିଡିଆରେ ସର୍ଭେ ହୋଇଛି ।

ଗୋରଖପୁର, ଦେବରିଆ, ଗୋଣ୍ଡା, କୁଶୀନଗର, ମହାରାଜଗଞ୍ଜ, ବସ୍ତି, ସର୍ଦ୍ଧାଥ ନଗର, ବଳରାମପୁର ପରି ୧୧ଟି ଜିଲ୍ଲାରେ ସର୍ଭେ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ପୁଲିସକୁ ନେଇ ଭିନ୍ନ ଭିନ୍ନ ମତ ଆସିଥିବା ଦେଖିବାକୁ ମିଳିଛି ।  ଏହି ସର୍ଭେରେ ବଳରାମପୁରର ପୁଲିସକୁ ଲୋକମାନେ ସର୍ବାଧିକ ପସନ୍ଦ କରୁଥିବା ବେଳେ ଗୋଣ୍ଡା ଜିଲ୍ଳାରେ ପୁଲିସର କାର୍ଯ୍ୟକୁ ଲୋକମାନେ ସବୁଠାରୁ ଅଧିକ ନାପସନ୍ଦ କରିଛନ୍ତି । ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ପୁଲିସର ସପକ୍ଷ ଓ ବିପକ୍ଷରେ ମତାମତ ଦେଖିବାକୁ ମିଳିଛି । ଏହି ସର୍ଭେରେ ୭୦ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories