www.samajalive.in
Thursday, December 11, 2025
26.1 C
Bhubaneswar

ଧାନ ଫସଲ ନଷ୍ଟ କଲେ ହାତୀ ପଲ

ଦ୍ୱାରଶୁଣି : ବାଙ୍ଗିରିପୋଷି ବ୍ଲକ କୁଆବଶା ଗ୍ରାମରେ ହାତୀ ପଲ ଆସି ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।୨୦ରୁ ଉର୍ଦ୍ଧ୍ବ ହାତୀ ଆସି ସନ୍ଧ୍ୟା ହେବା ମାତ୍ରେ​‌ ୨ ଦିନ ଧରି ଧାନ ଫସଲ ନଷ୍ଟ କରୁଛନ୍ତି । ଚାଷୀମାନେ କହିବା ଅନୁଯାୟୀ ଏପର୍ଯ୍ୟନ୍ତ ହାତୀପଲ ୭ ଏକରରୁ ଉର୍ଦ୍ଧ୍ବ ଧାନ ଫସଲ ନଷ୍ଟ କରିଛନ୍ତି । ଗତବର୍ଷ ହାତୀ ମାନେ ନଷ୍ଟ କରିଥିବା ଧାନ ଫସଲର ଆଜି ପର୍ଯ୍ୟନ୍ତ ବନବିଭାଗ ପାଖରୁ  କୌଣସି କ୍ଷତିପୂରଣ ମିଳିନାହିଁ । ଏନେଇ ଗ୍ରାମବାସୀମାନେ ବନବିଭାଗକୁ ଖବର ଦେଲେ ମଧ୍ୟ ବନବିଭାଗ ହାତୀ ଘଉଡାଇବା ପାଇଁ ଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

Hot this week

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

Related Articles

Popular Categories