କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ

0

ବାଲେଶ୍ବର: କିଓସ୍କୋ କର୍ମଚାରୀଙ୍କୁ ଦୁବୃର୍ତ୍ତଙ୍କ ଆକ୍ରମଣ ଅଭିଯୋଗ ହୋଇଛି। ସୋମବାର ବିଳମ୍ବିତ ରାତିରେ ଖନ୍ତାପଡା ଥାନା ଅନ୍ତର୍ଗତ ରାହାଣିଆ ଗଞ୍ଜ ନିକଟରେ କିଓସ୍କୋ କର୍ମଚାରୀ ପବିତ୍ର ଲେଙ୍କାଙ୍କୁ କେତେକ ଦୁବୃର୍ତ୍ତ ଆକ୍ରମଣ କରିଥିଲେ। ଆକ୍ରମଣ କରି ତାଙ୍କ ଠାରୁ ୨ଲକ୍ଷ ୮୦ହଜାର ଟଙ୍କା ଓ ଗୋଟିଏ ଲ୍ୟାପଟପ ଛଡାଇ ନେଇଥିଲେ। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply