www.samajalive.in
Sunday, December 14, 2025
26.1 C
Bhubaneswar

 ଟର୍ଣ୍ଣାଡୋରୁ ଜୀବନ ବଞ୍ଚାଇବା ପାଇଁ ଗୁମ୍ଫା ମଧ୍ୟରେ ଆଶ୍ରୟ ନେଲେ ୧୫୦ ଜଣ

ନ୍ୟୁୟର୍କ: ଆମେରିକାର ଆଲବାମା ରାଜ୍ୟ ସହ ଜର୍ଜିଆ, ଟେନ୍‌ସେ ରେ ଟର୍ଣ୍ଣାଡୋ ଆସିଥିଲା । ଏଥିରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଥିଲା । ବଡ ବଡ ଗଛ, ଇଲେକ୍ଟ୍ରିକ ଖୁଣ୍ଟି ଉପୁଡି ପଡିଥିଲା । କେତକ ଘରର ଛାତ ଉଡିଯାଇଥିଲା । ଆଟଲାଣ୍ଟାର ୭୦ ମାଇଲ ଦୂରରେ ଥିବା ଆଲବାମାରେ ପ୍ରବଳ ଝଡ ତୋଫାନ ଆସିଥିଲା । ପ୍ରାୟ ସମସ୍ତ ଘରର ବିଜୁଳି ଚାଲିଯାଇଥିଲା ।  ଟର୍ଣ୍ଣାଡ ଆସିବା ସମୟରେ ଏହା ଜାଣିପାରି ୧୫୦ରୁ ଊର୍ଦ୍ଧ ଲୋକ ଏକ ଗୁମ୍ଫା ମଧ୍ୟରେ ଆଶ୍ରୟ ନେଇଥିଲେ ।  ଏହାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories