www.samajalive.in
Sunday, December 14, 2025
14.1 C
Bhubaneswar

ଘଟଗାଁ ବ୍ଲକ ୭ନଂ ଜୋନରେ ବିଜେଡିର ଯାଜ୍ଞସେନୀ ମହାନ୍ତ ବିଜୟୀ

ପାଟଣା: ଘଟଗାଁ ବ୍ଲକ ୭ନଂ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀନୀ ଯାଜ୍ଞସେନୀ ମହାନ୍ତ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସରସ୍ଵତୀ ମୁଣ୍ଡାଙ୍କୁ ୭ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଯାଜ୍ଞସେନୀଙ୍କୁ ୧୧ ହଜାର ୮୫୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ସରସ୍ଵତୀ ମୁଣ୍ଡାଙ୍କୁ ୪୫୧୧ ଖଣ୍ଡ, କଂଗ୍ରେସର ନମିତାରାଣୀ ନାଏକଙ୍କୁ ୩୯୦୩ ଖଣ୍ଡ ଓ ସ୍ଵାଧୀନ ପ୍ରାର୍ଥୀନୀ ବିଦ୍ୟୁତଲତା ମହାନ୍ତଙ୍କୁ ୧୧୯୩ ଖଣ୍ଡ ଭୋଟ ମିଳିଛି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories