www.samajalive.in
Saturday, December 13, 2025
14.1 C
Bhubaneswar

ଏଫଆଇଏଚ୍ ପ୍ରୋ-ଲିଗ୍ ମହିଳା ହକି : ସ୍ପେନକୁ ୨-୧ ଗୋଲରେ ହରାଇଲା ଭାରତ

ଭୁବନେଶ୍ବର :  ଏଫଆଇଏଚ୍ ପ୍ରୋ-ଲିଗ୍ ମହିଳା ହକି ପ୍ରତିଯୋଗିତାରେ ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ଭାରତ ଚମତ୍କାର ବିଜୟ ହାସଲ କରିଛି । କଳିଙ୍ଗ ଷ୍ଟାଡିୟମରେ ସବିତା ପୁନିଆଙ୍କ ନେତୃତ୍ବରେ ଶନିବାର ଅନୁଷ୍ଟିତ ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଏହି ବିଜୟ ହାସଲ କରିଛି । ଭାରତ ପ୍ରଥମଥର ପାଇଁ ଏଫଆଇଏଚ୍ ପ୍ରୋ-ଲିଗ୍ ମହିଳା ହକି ପ୍ରତିଯୋଗିତାରେ  ଅଂଶ ଗ୍ରହଣ କରିଥିବା ବେଳେ କ୍ରମାଗତ ଭାବେ ଦ୍ବିତୀୟ ଦେଶ ସ୍ପେନ ବିପକ୍ଷରେ ବିଜୟ ହାସଲ କରିଛି।

ଭାରତୀୟ ମହିଳା ହକି ଦଳର ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

- Advertisement -

ପୂର୍ବରୁ ଓମାନରେ ଖେଳାଯାଇଥିବା ମ୍ୟାଚରେ ଚୀନ ବିପକ୍ଷରେ ମଧ୍ୟ ଭାରତ ୨ଟି ମ୍ୟାଚରେ ବିଜୟୀ ହୋଇଥିଲା।

Hot this week

ଶନିବର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories