www.samajalive.in
Saturday, December 6, 2025
26.1 C
Bhubaneswar

ଆଇପିଏଲ୍‍ ମେଗା ନିଲାମ

ନୂଆଦିଲ୍ଲୀ : ଆଇପିଏଲ୍‍ ପାଇଁ ଖେଳାଳି ନିଲାମ ଆରମ୍ଭ ହୋଇଛି। ୧୨ କୋଟି ୨୫ ଲକ୍ଷରେ ଶ୍ରେୟସ ଆୟରଙ୍କୁ କଲକାତା ନେଇଥିବା ବେଳେ ଶିଖର ଧାୱନଙ୍କୁ ୮.୨୫ କୋଟିରେ ନେଲା କିଙ୍ଗସ ଇଲେଭେନ୍‍ ପଞ୍ଜାବ ନେଇଛି। ଅଶ୍ୱିନଙ୍କୁ ୫ କୋଟିରେ ନେଲା ରାଜସ୍ଥାନ ରୟାଲ୍ସ। ସେହିପରି ପ୍ୟାଟ୍‍ କମିନ୍ସଙ୍କୁ ୭ କୋଟି ୨୫ ଲକ୍ଷରେ କଲକାତା ନେଇଥିବା ବେଳେ କାଗିସୋ ରବାଦାଙ୍କୁ ୯ କୋଟି ୨୫ ଲକ୍ଷରେ ନେଲା ପଞ୍ଜାବ। ୮ କୋଟି ଟଙ୍କାରେ ଟ୍ରେଣ୍ଟ ବୋଲ୍ଟଙ୍କୁ ରାଜସ୍ଥାନ ନେଇଛି। ମହମ୍ମଦ ସାମିଙ୍କୁ ୬ କୋଟି ୨୫ ଲକ୍ଷରେ ନେଲା ଗୁଜରାଟ ଟାଇଟନ୍ସ । ଫାଫ୍‍ ଡୁ ପ୍ଲେସିସଙ୍କୁ ୭ କୋଟିରେ ବାଙ୍ଗାଲୋର ନେଇଥିବା ବେଳେ ଡି କକ୍‍ ଙ୍କୁ ୬ କୋଟି ୭୫ ଲକ୍ଷରେ ଲଖନଉ ନେଇଛି। ସେହିପରି ୱାର୍ଣ୍ଣରଙ୍କୁ ୬ କୋଟି ୨୫ ଲକ୍ଷରେ ଦିଲ୍ଲୀ ନେଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories