ଭୁବନେଶ୍ବର: ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ କାଏମ ରଖିଲେ ହାଇକୋର୍ଟ। ସଂଶୋଧିତ ଆଇନକୁ ଚ୍ୟାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ ୨୦୨୦ ଆଣିଥିଲେ ରାଜ୍ୟ ସରକାର। ୟୁଜିସି ନିୟମ ଉଲ୍ଲଙ୍ଘନ ଅଭିଯୋଗରେ କିଛି ଅଧ୍ୟାପକ ହାଇକୋର୍ଟ ଯାଇଥିଲେ। ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତିରେ ଅତ୍ୟଧିକ ସରକାରୀ ପଦକ୍ଷେପ ନେଇ ଅଭିଯୋଗ କରିଥିଲେ।
Popular Categories



