www.samajalive.in
Friday, December 12, 2025
14.1 C
Bhubaneswar

ମୁମ୍ବାଇରେ ପୁଣି ଏକ ବିଳାସମୟ ଘର କିଣିଲେ ଅକ୍ଷୟ କୁମାର – ଦାମ ହେଉଛି

ମୁମ୍ବଇ – ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ପୁଣି ଏକ ବିଳାସମୟ ଘର କିଣିଛନ୍ତି । ମୁମ୍ବଇ ଖାର୍‌ ପଶ୍ଚିମରେ ୧,୮୨୮ ବର୍ଗ ଫୁଟ୍‌ର ଏକ ଫ୍ଲାଟ୍‌ କିଣିଛନ୍ତି । ଏହାର ଦାମ ପ୍ରାୟ ୭.୮ କୋଟି ଟଙ୍କା . ଆପାର୍ଟମେଣ୍ଟର ୧୯ ତମ ମହଲାରେ ଏହି ଫ୍ଲାଟ ଟି ରହିଛି । ଏଥିରେ ଅକ୍ଷୟଙ୍କୁ ୪ଟି କାର୍‌ ପାର୍କିଂର ସୁବିଦା ମିଳିବ ।

ଗତ ବର୍ଷ ଡିସେମ୍ବର ମାସରେ ଅକ୍ଷୟ ତାଙ୍କର ଏକ କାର୍ଯ୍ୟାଳୟକୁ ପ୍ରାୟ ୯ କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ । ଦେଶର ବିଭିନ୍ନ ସ୍ଥାନରେ ଅକ୍ଷୟଙ୍କର ସମ୍ପତି ରହିଛି । ଗୋଆ ସହ ମରିସସ୍‌ରେ ମଧ୍ୟ ସେ ଘର କିଣିଛନ୍ତି ।

- Advertisement -

ବିଭିନ୍ନ ସମୟରେ ବିଭିନ୍ନ କାରଣ ଯୋଗୁଁ ସେ ଖବରର ଶିରୋନାମାରେ ଥାଆନ୍ତି । ବ୍ୟକ୍ତିଗତ ଜୀବନ ହେଉ କି ଚଳଚ୍ଚିତ୍ର ସୁଟିଂ ସବୁଥିଲେ ସେ ଟିରେ ଭିନ୍ନ ଅନ୍ଦାଜରେ ନଜର ଆସନ୍ତି । ଅଧିକାଂଶ ସମୟ ଖୁସୀ ମିଜାଜ୍‌ରେ ସେ ରହିବା ପାଇଁ ପସନ୍ଦ କରନ୍ତି । ମୁମ୍ବଇର ବିଭିନ୍ନ ସ୍ଥାନରେ ଅକ୍ଷୟଙ୍କର ଘର ଏବଂ କାର୍ଯ୍ୟାଳୟ ରହିଛି । ସମୁଦ୍ର ନିକଟରେ ତାଙ୍କର ବିଳାସମୟ ଘର ଏବଂ କାର୍ଯ୍ୟାଳୟ ରହିଛି । ଜୁହୁ ଅଞ୍ଚଳରେ ସମୁଦ୍ର କୂଳରେ ତାଙ୍କର ଏକ ଡୁପ୍ଲେକ୍ସ ରହିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories