www.samajalive.in
Wednesday, December 10, 2025
18.1 C
Bhubaneswar

ଶୀତ ଦିନେ ବ୍ୟବହାର କରିବା ପରେ ଗନ୍ଧ ବାହାରୁଥିବା କମ୍ବଳକୁ ସଫା କରି​‌ବେ ଏମିତି…

ଶୀତରେ ମୋଟା କମ୍ବଳର ଉଷୁମ ସମସ୍ତେ ଖୋଜନ୍ତି। ଏହି ମୋଟା କମ୍ବଳ ଘୋଡ଼େଇହେବାକୁ ଆରାମ ଲାଗେ, କିନ୍ତୁ ସଫା କରିବା କାଠିକର। ବେଳେବେଳେ ଏସବୁରୁ ଦୁର୍ଗନ୍ଧ ମଧ୍ୟ ବାହାରେ। କମ୍ବଳ, ରେଜେଇ ଆଦି ପଶମ ଘୋଡ଼େଇହେବାକୁ ସଫା କରିବାର କେତୋଟି ଉପାୟ ଜାଣନ୍ତୁ।

u ସପ୍ତାହରେ ୨-୩ଥର କମ୍ବଳକୁ ଖରାରେ ଶୁଖାଇଲେ ସେଥିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୁଏ।

- Advertisement -

u ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆମେ କମ୍ବଳକୁ ଖୋଳରେ ଭର୍ତ୍ତି କରି ରଖିବା ଭଲ। ଏପରି ରଖିଲେ, କମ୍ବଳ ଶୀଘ୍ର ଅପରିଷ୍କାର ହୁଏନି। ବଜାରରେ ବିଭିନ୍ନ ପ୍ରକାରର କମ୍ବଳ ଖୋଳ ମିଳୁଛି।

u କମ୍ବଳ ରଖୁଥିବା ଥାକରେ ୪-୫ଟି ଗନ୍ଧକର୍ପୂର ରଖନ୍ତୁ। ସେଥିରୁ ଦୁର୍ଗନ୍ଧ ବାହାରିବ ନାହିଁ।

u ଆପଣଙ୍କ ପ୍ରିୟ ଅତରକୁ ମଧ୍ୟ କମ୍ବଳରେ ପକାଇ ପାରନ୍ତି।

u ପ୍ରତିଥର ଶୀତରେ ଶେଷ ହେବା ପରେ କମ୍ବଳକୁ ଭଲରେ ସଫା କରି ରଖନ୍ତୁ। ଯଦି ଆପଣ ସେମିତି ବ୍ୟବହାର ହୋଇଥିବା କମ୍ବଳକୁ ରଖିବେ, ସେଥିରୁ ଦୁର୍ଗନ୍ଧ ବାହାରିବା ସହ ନଷ୍ଟ ମଧ୍ୟ ଶୀଘ୍ର ହୋଇଯିବ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories