www.samajalive.in
Saturday, December 13, 2025
21.1 C
Bhubaneswar

ରାଜ୍ୟରେ ୧୧ ହଜାର ଟପିଲା ଦୈନିକ କରୋନା ମାମଲା

ଭୁବନେଶ୍ୱର: ରାଜ୍ୟରେ ୧୧ ହଜାର ଟପିଲା ଦୈନିକ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୧ହଜାର ୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬,୪୭୯ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪,୬୯୮ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧,୦୧୬ ପଜିଟିଭ୍ ରହିଥିବା ଜଣାପଡ଼ିଛି । ଖୋର୍ଦ୍ଧାରୁ ସର୍ବାଧିକ ୩,୪୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୩୨, ବାଲେଶ୍ୱର ୩୪୨, ବରଗଡ ୧୨୩, ଭଦ୍ରକ ୯୨, ବଲାଙ୍ଗିର ୩୧୨, ବୌଦ୍ଧ ୭୧, କଟକ ୮୨୯, ଦେବଗଡ ୨୫, ଢେଙ୍କାନାଳ ୬୫, ଗଜପତିରୁ ୭୩ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମରେ ୧୦୮, ଜଗତସିଂହପୁର ୧୬୪, ଯାଜପୁର ୧୭୯, ଝାରସୁଗୁଡା ୧୯୩, କଳାହାଣ୍ଡି ୧୭୩, କନ୍ଧମାଳ ୪୭, କେନ୍ଦ୍ରାପଡା ୭୧, କେନ୍ଦୁଝରରେ ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋରାପୁଟ ୧୫୨, ମାଲକାନଗିରି ୪୯, ମୟୁରଭଞ୍ଜ ୨୭୬, ନବରଙ୍ଗପୁର ୧୫୫, ନୟାଗଡ ୧୫୯, ନୂଆପଡା ୭୯, ପୁରୀ ୧୪୧, ରାୟଗଡା ୧୮୪, ସମ୍ବଲପୁର ୩୭୯, ସୋନପୁର ୨୩୮, ସୁନ୍ଦରଗଡ ୨୧୩୬ ଷ୍ଟେଟପୁଲରୁ ୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ କରୋନାରୁ ସୁସ୍ଥ ହୋଇଛନ୍ତି ୩,୨୨୦ ଆକ୍ରାନ୍ତ । ରାଜ୍ୟରେ ଏଯାଏ ମୋଟ୍ ୧୦ଲକ୍ଷ ୫୫ହଜାର ୬୧୫ ଆକ୍ରାନ୍ତ ସୁସ୍ଥ ହେଲେଣି । ରାଜ୍ୟରେ କରୋନା ସକ୍ରିୟ ଆକ୍ରାନ୍ତ ୬୯ହଜାର ୭୬୩ ରହିଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୩୩ହଜାର ୯୧୨କୁ ବୃଦ୍ଧି ପାଇଛି ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories