www.samajalive.in
Wednesday, December 10, 2025
14.1 C
Bhubaneswar

ଆତ୍ମନିର୍ଭଶୀଳ ପାଇଁ ସତ୍ୟ ସାଇ ସେବା ସଙ୍ଗଠନର ଡ୍ରାଇଭିଂ ତାଲିମ

ନବରଙ୍ଗପୁର: ସେବା ସଙ୍ଗଠନ, ଓଡିଶା ଦ୍ୱାରା ପ୍ରଚଳିତ ସାଇ- ସ୍ୱାବଲମ୍ବୀ ପ୍ରକଳ୍ପ ଆନୁକୁଲ୍ୟରେ ନବରଙ୍ଗପୁର ସତ୍ୟସାଇ ସେବା ପକ୍ଷରୁ ୧୬ ଜଣ ବେକାରୀ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଜୀବନ ଜ୍ୟୋତି ଡ୍ରାଇଭିଂ ତାଲିମ ଅନୁଷ୍ଠାନ ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛିି। ଏଠାରେ ଏକ ମାସ ଧରି ଏହି ତାଲିମ ତାଲିବ। ଏହି ଶିବିରକୁ ନବରଙ୍ଗପୁର ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‍ଘାଟନ କରିଥିଲେ। ସତ୍ୟ ସାଇ ସେବା ସଙ୍ଗଠନର ସଭାପତି ଏହ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସମସ୍ତ ସକ୍ରୀୟ କର୍ମୀ ଓ ସଦସ୍ୟ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories