www.samajalive.in
Sunday, December 14, 2025
23.1 C
Bhubaneswar

ଓମିକ୍ରନକୁ ନେଇ ସଚେତନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ୍ କୀ ବାତ୍‍ କାର୍ୟ୍ୟକ୍ରମରେ ଓମିକ୍ରନକୁ ନେଇ ସଚେତନ କରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି, କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ଠାରୁ ଆମକୁ ସତର୍କ ରହିବାକୁ ହେବ । ଓମିକ୍ରନ୍ ଉପରେ ନିରନ୍ତର ଅନୁସନ୍ଧାନ ଚାଲିଛି । କେବଳ ଆମର ସାମୂହିକ ଶକ୍ତି କରୋନାକୁ ପରାସ୍ତ କରିପାରିବ । ବିଶ୍ୱ ମହାମାରୀକୁ ପରାସ୍ତ କରିବାକୁ ହେଲେ ଆମକୁ ଅନୁଶାସନ ଆବଶ୍ୟକ।

ଏଥିସହିତ ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ କଥା ଆଲୋଚନ କରିଥିଲେ ପ୍ରଧାନମନ୍ତ୍ରୀ । ବରୁଣଙ୍କୁ ମହାଭାରତର କାହାଣୀ ସହ ତୁଳନା କରିଥିଲେ । ତାମିଲନାଡୁରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରକୁ ବରୁଣ ସିଂ ଉଡାଉଥିଲେ। ସେହି ଦୁର୍ଘଟଣାରେ ଆମେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ଅନେକ ହିରୋଙ୍କୁ ହରାଇଥିଲୁ ବୋଲି ମୋଦୀ କହିଛନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories