www.samajalive.in
Saturday, December 13, 2025
26.1 C
Bhubaneswar

ଅବକାରୀ ଚଢ଼ାଉ, ବିପୁଳ ପରିମାଣର ଚୋରା ମଦ ସହ ୪ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ମହୁଲି ମଦ ଜବତ କରାଯାଇଛି। ଏହା ସହ ବେଆଇନ ମଦ କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଚଢ଼ାଉ ସମୟରେ ଖିରେଇଟାଙ୍ଗିରୀ ଗ୍ରାମର ବିରବର ନାଏକଙ୍କ ଠାରୁ ୩ ଲିଟର, ତୁରୁମୁଙ୍ଗାର ପଦ୍ମିନୀ ଦେହୁରୀଙ୍କ ଠାରୁ ୧୦ଲିଟର, ଡାବରଚୁଆର ମାଧବ ମୁଣ୍ଡାଙ୍କ ଠାରୁ ୯ ଲିଟର ଓ କେନ୍ଦେଇପଶିର ଉର୍ମିଳା ବେହେରାଙ୍କ ଠାରୁ ୫୦ ଲିଟର ଚୋରା ମହୁଲି ମଦ ଅବକାରୀ ବିଭାଗ ଜବତ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories