www.samajalive.in
Sunday, December 14, 2025
26.1 C
Bhubaneswar

ନିଖିଳ ଓଡିଶା କୈବର୍ତ୍ତ ମହାସଂଘ ମହାସଭା

ଭୁବନେଶ୍ୱରରେ ନିଖିଳ ଓଡିଶା କୈବର୍ତ୍ତ ମହାସଂଘ ପକ୍ଷରୁ ମହାସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ମଧ୍ୟ ଉପସ୍ଥିତ ଥିଲେ । କୈବର୍ତ୍ତ ଜାତିର ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି କିଭଳି ହୋଇପାରିବ ସେନେଇ ଏହି ମହାସଭା କରାଯାଇଥିଲା । ନିଜ କୁଳବେଉସା ଅର୍ଥାତ ମସ୍ୟ ବ୍ୟବସାୟରେ କିଭଳି କୈବର୍ତ୍ତ ଜାତିର ଲାଭ ହେବ ଆଉ ସମେସ୍ତ ରାଜ୍ୟର ବିକାଶ ଦିଗରେ ନିଜର ସହଭାଗିତା ଦେଇପାରିବେ ସେନେଇ ଆଲୋଚନା କରାଯାଇଥିଲା । ଏହାସହ ସରକାରୀ ସୁଵିଧାରୀ ଯେଭଳି କେହି ବଂଚିତ ହେବେନି ଅର୍ଥାତ ନିଜ ନିଜ ଅଧିକାର ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ମୋଟାମୋଟି ଭାବେ ଜାତିର ସର୍ବାଙ୍ଗୀନ ଉନ୍ନତି ଦିଗରେ ସରକାରୀ ବିଧିବ୍ୟବସ୍ଥା ସହ ଜୀବନ ଜୀବିକା ଓ ମସ୍ଥ୍ୟଜୀବୀ ଙ୍କ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ଉପରେ ହିଁ ଆଲୋଚନା କରାଯାଇଥିଲା ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories