www.samajalive.in
Monday, December 8, 2025
13.1 C
Bhubaneswar

କୁରାଳ ପଂଚମୀ ପାଳିତ

ତାଲପଦର :  ବରଗଡ଼ ଜିଲ୍ଲାର ବିଜେପୁର  ଅର୍ନ୍ତଗତ ତାଳପଦର ଗ୍ରାମରେ ୩୮ତମ କୁରାଳ ପଂଚମୀ ଉତ୍ସବ ୮.୧୨.୨୧ ରୁ ୧୦.୧୨.୨୧ ପର୍ଯ୍ୟନ୍ତ ଚାଲିଥିବା ବେଲେ ଶୁକ୍ରବାର ଦିନ ଉଜ୍ଜାପିତ ହୋଇଯାଇଛି । ଉକ୍ତ ଉତ୍ସବରେ କର୍ତ୍ତା ଭାବେ ଶ୍ରୀ ଚିତ୍ରଭାନୁ ରଣା ଓ ତାଙ୍କ ପତ୍ନୀ ସରସ୍ୱତୀ ରଣା କାର୍ଯ୍ୟ ତୁଳାଇ ଥିବା ବେଳେ ପଣ୍ଡିତ ପିତବାସ ମିଶ୍ର ଓ ପୂଜାରୀ ଫକିର ମହାପାତ୍ର ପୂଜା କାର୍ଯ୍ୟ ନିବାର୍ହ କରିଥିଲେ। ପ୍ରତ୍ୟେହ ଭାଗବାତ ଆଲୋଚନା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ କୌଶିକ ରଣା, ଚନ୍ଦ୍ରଶେଖର ରଣା, ଭୈରବ ରଣା,ପ୍ରଦିପ ରଣା ପ୍ରମୁଖ ବହୁ ଯୁବକ ସହଯୋଗ କରିଥଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories