www.samajalive.in
Monday, December 8, 2025
13.1 C
Bhubaneswar

ଭାରତରେ ଓମିକ୍ରୋନରେ ଆକ୍ରାନ୍ତ ଅଧିକାଂଶ ବ୍ୟକ୍ତିଙ୍କ ନିକଟରେ ଦେଖାଯାଉଛି ଏହି ଲକ୍ଷଣ

ନୂଆଦିଲ୍ଲୀ -ଭାରତରେ ଓମିକ୍ରୋନରେ ଆକ୍ରାନ୍ତ ଅଧିକାଂଶ ବ୍ୟକ୍ତିଙ୍କ ନିକଟରେ ଏହି ଲକ୍ଷଣ ଦେଖାଯାଉଛି । ଏହି ଭୁତାଣୁ କରୋନାର ଅନ୍ୟ ପ୍ରାରୁପଠାରୁ ଅଧିକ ସଂକ୍ରାମକ । ଡେଲାଟା ଭୁତାଣୁ ଠାରୁ ଓମିକ୍ରୋନ ଅଧିକ ସଂକ୍ରାମକ ।ମାତ୍ର ଅଧିକାଂଶ ଆକ୍ରାନ୍ତଙ୍କ ନିକଟରେ କମ୍‌ ଲକ୍ଷଣ ଦେଖିବା ପାଇଁ ମିଳୁଛି ।

ଅଧିକ ମ୍ୟୁଟେସନ୍‌ ଯୋଗୁଁ ଏହି ଭୁତାଣୁର ସୃଷ୍ଟି । ଆଗରୁ ଆକ୍ରାନ୍ତ ହୋଇଥିବା ଏବଂ ଟିକା ନେଇଥିବା ବ୍ୟକ୍ତିମାନେ ମଧ୍ୟ ଏଥିରେ ଆଉଥରେ ଆକ୍ରାନ୍ତ ହୋଇ ପାରନ୍ତି । ଭାରତରେ ବି ଓମିକ୍ରୋନର ଆକ୍ରାନ୍ତ ଚିହ୍ନଟ ହୋଇ ଥିଲେ ।

- Advertisement -

ଓମିକ୍ରୋନର ହାଲକା ଲକ୍ଷଣ ଅନେକଙ୍କ ନିକଟରେ ଦେଖିବା ପାଇଁ ମିଳିଛି । ଲକ୍ଷଣ କମ୍ ଦେଖା ଯିବାରୁ ଅଧିକାଂଶ ଲୋକ ଟେଷ୍ଟିଂ ପରୀକ୍ଷଣ କରୁନାହାନ୍ତି । କିଛି ଲୋକ ତାଙ୍କୁ କରୋନା ହୋଇଥିବା କଥା ବି ଜାଣି ପାରୁ ନାହାନ୍ତି । ଭାଇରାଲ୍‌ ଲୋଡ ଅଧିକା ଠାରୁ କମ୍‌ ଲକ୍ଷଣ ସଂକ୍ରମଣ ଅଧିକ ସଂଖ୍ୟାରେ ବ୍ୟାପୁଛି । ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଅନୁସାରେ ହାଲୁକା ଲକ୍ଷଣ ଦେଖାଯାଉଥିବା ରୋଗୀଙ୍କ ସଂଖ୍ୟା ଅଧିକ ମାତ୍ରେ ସେମାନେ ଲକ୍ଷଣ କମ୍‌ ଥିବାରୁ ଟେଷ୍ଟିଂ କରୁ ନଥିବା ସୂଚନା ମିଳିଛି । ମାତ୍ର ଆକ୍ରାନ୍ତମାନେ ଶୀଘ୍ର ସୁସ୍ଥ ହୋଇଯାଉଥିବା ସୂଚନା ମିଳିଛି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories