www.samajalive.in
Sunday, December 14, 2025
16.1 C
Bhubaneswar

ନୂତନ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍ୱାଗତ କଲା ପ୍ରାଥମିକ ଶିକ୍ଷକ ସଂଘ

ସାରନଗରୀ : ଲାଠିକଟା ବ୍ଲକର ନୂତନ ଶିକ୍ଷାଧିକାରୀ ଭାବେ ଦେବେନ୍ଦ୍ର କୁମାର ସା ଯୋଗଦେବା ଅବସରରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଲାଠିକଟା ବ୍ଲକର ଏକ ପ୍ରତିନିଧି ମଣ୍ଡଳୀ ଶ୍ରୀ ସାଙ୍କୁ ତାଙ୍କ କାର୍ୟ୍ୟାଳୟଠାରେ ପୁଷ୍ପଗୁଛ ଓ ଉତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିରେ ସହକାରୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ମୁଖ୍ୟ ଅଫିସ ସହାୟକ ମୁରଲୀଧର ଠାକୁର,ସହାୟକ ପ୍ରମୋଦ କୁଅଁର ଉପସ୍ଥିତ ଥିଲେ । ଏହି ଅବସରରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ସା କହିଥିଲେ ଆନ୍ତରିକତାର ସହିତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ୟ୍ୟ କଲେ ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ଘଟିବା ସଙ୍ଗେ ସଙ୍ଗେ ବ୍ଲକ ସୁନାମ ଅର୍ଜନ କରିବ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ କ୍ଷୀରୋଦ କୁମାର ଜେନା,ଗୋଲକ ଚନ୍ଦ୍ର ଦଳେଇ,ମୋହିନୀ ଚରଣ ବେହେରା, ଗଙ୍ଗାଧର ବେହେରା,ମୋହନ ଚରଣ ବେହେରା,ରବି ନାରାୟଣ ନାୟକ,ସରତ କୁମାର ନନ୍ଦ,ମିହିର କୁମାର ବାରିକ,ବାଉରୀବନ୍ଧୁ ଦଳେଇ,ଦେବେନ୍ଦ୍ର ସ୍ୱାଇଁ,ଦିବାକର ପରିଡ଼ା,ଗୋପିନାଥ ସିଂ,ଖଗେଶ୍ୱର ମଲ୍ଲିକ,ମାନ୍ଦ୍ରା ଲାର୍କା,ସୁନୀଲ କୁମାର ଲେଙ୍କା,ରଂଜିତ ଭୂୟାଁ,ପ୍ରିୟତମା ସାହୁ,ଅମୂଲ୍ୟ ବେହେରା,ପୂର୍ଣ୍ଣଚନ୍ଦ୍ର ଜେନା ସମେତ ଅନ୍ୟାନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories