www.samajalive.in
Saturday, December 13, 2025
26.1 C
Bhubaneswar

ସର୍ଦ୍ଦାର ପଟେଲ ହେଉଛନ୍ତି ପ୍ରେରଣାର ଉତ୍ସ: ଶାହ

ଗାନ୍ଧିନଗର: ସାରା ଦେଶରେ ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି। ଗୁଜରାଟର କାଭେଡିଆଠାରେ ପ୍ରତିଷ୍ଠା କରାଯାଇଥିବା ବିଶ୍ୱର ସର୍ବୋଚ୍ଚ ଏକତାର ପ୍ରତିମୂର୍ତ୍ତି ନିକଟରେ ମୁଖ୍ୟ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏକତା ପ୍ୟାରେଡ୍‍ ଓ ସାଂସ୍କୃତିକ କାର୍ୟ୍ୟକ୍ରମମାନ ଆୟୋଜନ କରାଯାଇଥିଲା।

ଶାହ କହିଛନ୍ତି, ଭାରତର ଲୌହମାନବ ସର୍ଦ୍ଦାର ପଟେଲ ହେଉଛନ୍ତି ପ୍ରେରଣାର ଉତ୍ସ। ସର୍ଦ୍ଦାର ପଟେଲଙ୍କୁ ଅନୁସରଣ କରି ଆଜି ଦେଶର ସମୃଦ୍ଧି ଓ ଏକତା ପାଇଁ ଆମେ ଶପଥ ନେବା। ତାଙ୍କ ପ୍ରତିମୂର୍ତ୍ତିରେ ଶାହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories