www.samajalive.in
Saturday, December 13, 2025
26.1 C
Bhubaneswar

କମଳଲୋଚନ ମିଶ୍ର ହେଲେ ନବରଙ୍ଗପୁର ଜିଲାପାଳ

ନବରଙ୍ଗପୁର: ନବରଙ୍ଗପୁରର ନୂତନ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍‍ ଭାବେ କମଳଲୋଚନ ମିଶ୍ର, ଓ.ପ୍ର.ସେ (ଏସ୍‍.ଏସ୍‍)ଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଓଡିଶା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ନିର୍ଦ୍ଦେଶକ ତଥା ଅତିରିକ୍ତ ରିଲିଫ୍‍ କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟପାଳଙ୍କର ନିର୍ଦ୍ଦେଶ ପ୍ରକାରେ ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଚିଠି ନମ୍ବର ୨୮୯୪୭,ତା-୩୦.୧୦.୨୧ ପ୍ରକାରେ ତାଙ୍କୁ ନିଯୁକ୍ତି ଦିଆଯାଇଛିା ଏ ସଂପର୍କରେ ବିଭାଗୀୟ ସ୍ୱତନ୍ତ୍ର ସଚିବ ମନୋଜ କୁମାର ମହାନ୍ତି ବିଞପ୍ତି ଜାରି କରିଛନ୍ତି। ବର୍ତ୍ତମାନର ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଆଜି ଚାକିରୀରୁ ଅବସର ଗ୍ରହଣ କରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories