www.samajalive.in
Sunday, December 14, 2025
26.1 C
Bhubaneswar

୪୪୦ ଭୋଲ୍ଟ ବିଦ୍ୟୁତ୍ ତାରରେ ଶୁଖୁଛି ଓଦା ଲୁଗାପଟା

ନୂଆଦିଲ୍ଲୀ: ପ୍ରତିବର୍ଷ ନୂଆଦିଲ୍ଲୀରେ ବିଦ୍ୟୁତ୍ ଆଘାତରେ ଅଧିକାଂଶଙ୍କ ଲୋକଙ୍କ ମୃତ୍ୟୁ ଘଟିଥାଏ । ତଥାପି କେତେକ ଅଞ୍ଚଳରେ ୪୪୦ ଭୋଲ୍ଟ ବିଦ୍ୟୁତ୍ ତାର ଉପରେ ଓଦା ଲୁଗାପଟା ଶୁଖାଯାଉ ଥିବା ନଜରକୁ ଆସିଛି । କେବେଳ ସେତିକି ନୁହେଁ ୧୧ ହଜାର ଭୋଲ୍ଟ ବିଦ୍ୟୁତ୍ ତାର ର ଖୁଣ୍ଟ ଘର ର ଛାତ ଉପରେ ରହିଛି ।

- Advertisement -

ବର୍ଷାଦିନେ ୪୪୦ ଭୋଲ୍ଟ ବିଦ୍ୟୁତ୍ ତାର ଉପରେ ଲୋକମାନେ ଓଦା ଲୁଗାପଟା ଶୁଖାଯାଉଛନ୍ତି । ଏଭଳି ଦୃଶ୍ୟ ବୁରାଡି ସମେତ ଆଖପାଖ ଅନ୍ୟାନ୍ୟ ଅଞ୍ଚଳରେ ଦେଖିବାକୁ ମିଳିଛି । ରଶି ଲାଗାଇବା ବଦଳରେ ଲୋକମାନେ ଲୁଗା ଶୁଖାଇବା ପାଇଁ ବିଦ୍ୟୁତ୍ ତାର ବ୍ୟବହାର କରୁଛନ୍ତି । ବାବା କଲୋନୀରେ ବିଦ୍ୟୁତ୍ ଖୁଣ୍ଟ ରାସ୍ତାରେ ରହିଥିବା ବେଳେ ଏହାର ଉପର ଅଂଶ ଏକ ଘରର ବାଲକୋନିରେ ରହିଛି । ସେହିପରି ଅନ୍ୟ ଏକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟର ଉପର ଅଂଶ ଦେଖାଯାଉ ଥିବା ବେଳେ ତଳ ଅଂଶ ଘରର କାନ୍ଥ ସହ ମିଶି ରହିଛି। କେତେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଘରର ପିଲର ଭଳି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀର ବେଆଇନ କଲୋନୀ ଗୁଡିକ ସରକାରୀ ଜମି ସହ ବିଦ୍ୟୁତ୍ ଖୁଣ୍ଟ ଓ ତାରକୁ ମଧ୍ୟ ନିଜ ଅଧୀନକୁ ନେଇଥିବା ୧୨ ହଜାର ଲୋକଙ୍କୁ ଘର ଭାଙ୍ଗିବା ନୋଟିସ ଦିଆଯାଇଛି । ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇପାରି ନାହିଁ ।

courtesy ndtv

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories