www.samajalive.in
Sunday, December 14, 2025
14.1 C
Bhubaneswar

ଆଇଜିଏଚରେ ବ୍ୟକ୍ତିଙ୍କ ମୃତ୍ୟୁ

ରାଉରକେଲା : ଇସ୍ପାତ ଜେନେରାଲ ହସ୍ପିଟାଲରେ ପ୍ରାକ୍ତନ ଆରଏସପି କର୍ମଚାରୀ ଧରଣୀଧର ପଟେଲ (୬୩) ମୃତ୍ୟୁ ବରଣ କରିଛନ୍ତି । ରକ୍ତ ସର୍କରା (ଡ଼ାଇବିଟିସ) ଓ ରକ୍ତଚାପ ତଥା ହୃତରୋଗ ସମସ୍ୟା ପାଇଁ ସେ ପ୍ରଥମେ ସିଡବ୍ଲୁଏସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ଡେଙ୍ଗୁ ଆକ୍ରାନ୍ତ ଜଣା ପଡିବାରୁ ଆଇଜିଏଚକୁ ତାଙ୍କୁ ଅଣା ଯାଇଥିଲା । ୩ ଦିନ ମଧ୍ୟରେ ତାଙ୍କ ମୃତ୍ୟୁ ହୋଇଛି । ସ୍ବର୍ଗତ ପଟେଲ ସେକଟର -୧୯ରେ ରହୁଥିଲେ । ଡେଙ୍ଗୁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଏଯାଏଁ ପ୍ରମାଣିତ ହୋଇନଥିବା ବେଳେ ଡେଙ୍ଗୁ ମୃତ୍ୟୁ ପ୍ରମାଣିତ ହେଲେ ଏହା ଜିଲ୍ଲାର ପ୍ରଥମ ଘଟଣା ହେବ ବୋଲି ସିଡ଼ିଏମଓ କହିଛନ୍ତି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories