www.samajalive.in
Sunday, December 14, 2025
16.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ବରିଷ୍ଠ ନେତା ନଟବର ସିଂହଙ୍କ ବିସ୍ଫୋରକ ବୟାନ-କଂଗ୍ରେସ କହିଲେ ଗାନ୍ଧୀ ପରିବାରକୁ ବୁଝାଉଛି; ପଞ୍ଜାବ ସଙ୍କଟ ପାଇଁ ସେମାନେ ଦାୟୀ

ରାଜ୍ୟରେ ଆଉ ୪୭୭ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ

- Advertisement -

କଟକ, ଜଗତସିଂହପୁର, ମୟୁରଭଞ୍ଜ ଏବଂ ନୟାଗଡ ଜିଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି

ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୨୭୮ ଓ ସ୍ଥାନୀୟ ସଂକ୍ରମିତ ୧୯୯

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୪ ଜଣ ଥିବା ଜଣାଯାଇଛି

ଅନୁଗୁଳ ଜିଲାରେ ୫, ବାଲେଶ୍ୱର ୨୬, ଭଦ୍ରକ ୭, ବଲାଙ୍ଗିର ୧ ଓ କଟକରୁ ୬୨ ଜଣ ଚିହ୍ନଟ

ଦେବଗଡରୁ ୧, ଢେଙ୍କାନାଳ ୮, ଗଞ୍ଜାମ ୨, ଜଗତସିଂହପୁର ଜିଲାରେ ୨୩ ଜଣ ଚିହ୍ନଟ

ଯାଜପୁରରେ ୧୬, ଝାରସୁଗୁଡା ୨, କଳାହାଣ୍ଡି ୭, କେନ୍ଦ୍ରାପଡା ୪, କେନ୍ଦୁଝର ୫, ଖୋର୍ଦ୍ଧାରେ ୨୦୦ ଚିହ୍ନଟ

କୋରାପୁଟ ଜିଲାରେ ୪, ମୟୁରଭଞ୍ଜ ୨୩, ନୟାଗଡ ୨, ପୁରୀ ୧୬, ସମ୍ବଲପୁରରେ ୧୧ ଚିହ୍ନଟ ହୋଇଛନ୍ତି

ସୋନପୁରରେ ୨, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୪୫ ଚିହ୍ନଟ

ଦିନକ ମଧ୍ୟରେ ୫୫୯ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୫୫୫୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ପୁନର୍ବାର ବିଶ୍ୱ ମହଲରୁ ସହଯୋଗ ଲୋଡିଲା ତାଲିବାନ

୧୦୦୦ କାର ଚୋରୀ କରିବା ପରେ ଶେଷରେ ଧରାପଡିଲା

ଦେଶରେ ୨୪ ଘଣ୍ଟାରେ ଆଉ ୨୬,୭୨୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୬୬,୭୦୭କୁ ବୃଦ୍ଧି

ଦିନକରେ ଆଉ ୨୮,୨୪୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୩୦,୪୩,୧୪୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୭୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୮,୩୩୯

୨,୭୫,୨୨୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

୨୪ ଘଣ୍ଟାରେ ଆଉ ୬୪,୪୦,୪୫୧ ଟିକା ନେଇଥିବା ବେଳେ ମୋଟ ୮୯,୦୨,୦୮,୦୦୭ ଟିକା ନେଇ ସାରିଛନ୍ତି

ସମ୍ବଲପୁର ରେଙ୍ଗାଲି ଥାନା ଶ୍ୟାମ ମେଟାଲିକ୍ ପ୍ଲାଣ୍ଟରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ମୃତ, କାରଣ ଅସ୍ପଷ୍ଟ

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ଦେଶ ଛାଡ଼ି ରୁଷିଆ ପଳାଇ ଯାଇଥିବା ଚର୍ଚ୍ଚା

ରାଜ୍ୟ ସରକାର ଜାରି କଲେ ବାଣ କଟକଣା, ପାର୍ବଣ ଋତୁରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା

ଶାନ୍ତି ଶୃଙ୍ଖଳାର ସହ ସରିଲା ପିପିଲି ଉପନିର୍ବାଚନ ପାଇଁ ମତଦାନ, ୩ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା

୧୦ ଦିନ ପାଇଁ କଟକ ଓ ଭୁବନେଶ୍ୱରରେ ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ

ରାଜ୍ୟରେ ନୂଆ କରୋନା ନିର୍ଦ୍ଦେଶାବଳୀ ଆଜିଠାରୁ ନଭେମ୍ବର ୧ ସକାଳ ଯାଏ ଲାଗୁ

ଫ୍ରିଫାୟାର ଗେମ୍ ଖେଳିବାକୁ ମା’ ମନା କରିବାରୁ ଜୀବନ ହାରିଲା ଘସିପୁରା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀ ଛାତ୍ର

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories