www.samajalive.in
Saturday, December 13, 2025
26.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

ସତ ପାଇଁ ସବୁକିଛି ତ୍ୟାଗ କରିପାରିବି-ସିଦ୍ଧୁ

ପଞ୍ଜାବ କଂଗ୍ରେସ ସଙ୍କଟ ସମାଧାନ ପ୍ରୟାସ ଜାରି

- Advertisement -

ଆଜି ଠାରୁ ମା’ବିମଳାଙ୍କ ପୀଠରେ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା ; ଆସିଲା ମିଛ ଧରା ପରୀକ୍ଷା ରିପୋର୍ଟ ; ପୂର୍ବ ବୟାନ ଓ ମିଛ ଧରା ପରୀକ୍ଷା ବୟାନକୁ ନେଇ ଚାଲିଛି ତର୍ଜମା, ଉଭୟର ତର୍ଜମା ପରେ ଗ୍ରହଣ କରାଯିବ ପରବର୍ତ୍ତୀ ପଦକ୍ଷେପ

ଫୁମିଓ କିଶିଦା ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଦୋହା ଚୁକ୍ତିକୁ ସମ୍ମାନ ଦେବାରେ ତାଲିବାନ ବିଫଳ ହୋଇଛି- ଆମେରିକା ସାମରିକ ମୁଖ୍ୟ

ରାଜ୍ୟରେ ୫୬୫ ନୂଆ ସଂକ୍ରମିତ ଚିହ୍ନଟ

ସଂଗରୋଧରୁ ୩୨୮ ଓ ସ୍ଥାନୀୟ ସଂକ୍ରମିତ ୨୩୭ ଜଣ

ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୬୩ ଜଣ ଶିଶୁ ଓ କିଶୋର ରହିଛନ୍ତି

ଦିନକ ମଧ୍ୟରେ ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଅନୁଗୁଳ ଜିଲାରେ ୮, ବାଲେଶ୍ୱର ୨୮, ବରଗଡ ୨, ଭଦ୍ରକ ୬, ବଲାଙ୍ଗିର ୪ ଓ କଟକ ଜିଲାରେ ୬୧ ଜଣ ଚିହ୍ନଟ

ଦେବଗଡରେ ୩, ଢେଙ୍କାନାଳ ୫, ଗଞ୍ଜାମ ୪, ଜଗତସିଂହପୁର ୨୦, ଯାଜପୁର ୨୮ ଓ ଝାରସୁଗୁଡା ଜିଲାରେ ୨ ଜଣ ଚିହ୍ନଟ ହୋଇଛନ୍ତି

କଳାହାଣ୍ଡିରେ ୩, କନ୍ଧମାଳ ୫, କେନ୍ଦ୍ରାପଡା ୪, କେନ୍ଦୁଝର ୪, ଖୋର୍ଦ୍ଧାରେ ୨୫୬ ଚିହ୍ନଟ

କୋରାପୁଟରେ ୪, ମୟୁରଭଞ୍ଜ ୨୬, ନୟାଗଡ ୨, ନୂଆପଡା ୩, ପୁରୀ ୧୨ ଓ ରାୟଗଡାରେ ୨ ଜଣ ଚିହ୍ନଟ

ସମ୍ବଲପୁରରେ ୧୧, ସୁନ୍ଦରଗଡ ୬, ଷ୍ଟେଟପୁଲରୁ ୫୬ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୬୩୪ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୫୫୧୩ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

୨୪ ଘଣ୍ଟାରେ ମୃତ ୫ ଜଣଙ୍କ ମଧ୍ୟରୁ ଭଦ୍ରକରେ ଜଣେ, ଖୋର୍ଦ୍ଧାରୁ ୨ ଜଣ, ଜଗତସିଂହପୁର ଜିଲାରେ ଜଣେ ଏବଂ ପୁରୀ ଜିଲାରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ
ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୧୯୨ରେ ପହଞ୍ଚିଛି

ଦେଶରେ ଦିନକରେ ଚିହ୍ନଟ ହେଲେ ୧୮,୮୭୦ କରୋନା ସଂକ୍ରମିତ

ସଂକ୍ରମିତଙ୍କ ହାର ସଂପ୍ରତି ୧%ରୁ ତଳେ ଅର୍ଥାତ ୦.୮୪% ରହିଛି

ଦିନକ ମଧ୍ୟରେ ୨୮,୧୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଦୈନିକ ସଂକ୍ରମଣ ହାର ୧.୨୫% ଏବଂ ସାପ୍ତାହିକ ସଂକ୍ରମଣ ୧.୮୨% ରହିଛି

ଏଥିସହିତ ଆରୋଗ୍ୟ ହାର ୯୮.୮୩% ରହିଛି

ଦେଶରେ ସଂପ୍ରତି ୨,୮୨,୫୨୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି, ଯାହା ୧୯୪ ଦିନ ମଧ୍ୟରେ ସର୍ବନିମ୍ନ

ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୬.୭୪ କୋଟି ନମୁନା ପରୀକ୍ଷା କରାଯାଇସାରିଛି

ସେହି ସମୟ ମଧ୍ୟରେ ଦେଶରେ ମୋଟ ୮୭.୬୬ କୋଟି ପାନ କୋଭିଡ ଟିକା ଦିଆଯାଇଛି

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories