ପାଟଣା : ଯଖପୁରା ବାଂଶପାଣି ରେଳ ପଥର ସୀତାବିଞ୍ଜ ଷ୍ଟେସନକୁ ଯିବା ରାସ୍ତାରେ କର୍ମଚାରୀ ମାନେ ଏକ ଅଜଗର ସାପକୁ ଦେଖି ଢେଙ୍କିକୋଟର ସାପ ଧରାଳି ନାଦୀର୍ ଆନସାରୀ କୁ ଖବର ଦେଇଥିଲେ। ଖବର ପାଇବା ପରେ ନାଦୀର ଘଟଣା ସ୍ଥଳକୁ ଯାଇ ଅଜଗର ଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏହି ଅଜଗରଟିକୁ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି । ଅଜଗର ଉଦ୍ଧାର ହୋଇଥିବାରୁ ଷ୍ଟେସନ କର୍ମଚାରୀ ଆଶ୍ଵସ୍ତ ହୋଇଛନ୍ତି ।
Popular Categories



