www.samajalive.in
Tuesday, December 9, 2025
17.1 C
Bhubaneswar

ମହିଳା କାନ୍ଦନ୍ତି ଅଧିକ

ହଲାଣ୍ଡର ଜନୈକ ଗବେଷକ ପ୍ରାୟ ସହସ୍ରାଧିକ ମହିଳାଙ୍କ ଉପରେ ଗବେଷଣା କରିବା ପରେ ପ୍ରକାଶ କରିଛନ୍ତି ଯେ ବର୍ଷକୁ ଜଣେ ମହିଳା ୩୦-୬୪ ଥର କାନ୍ଦୁଥିବାବେଳେ ପୁରୁଷମାନେ ଅତିବେଶୀରେ ୧୭ଥର କାନ୍ଦନ୍ତି। ଏସବୁରେ ଈଶ୍ବରଙ୍କ ଚମତ୍କାରିତା ରହିଛି ବୋଲି ତାଙ୍କ ମତ। ପ୍ରତ୍ୟେକ ପୁରୁଷ ଜନ୍ମ ସମୟରୁ ହିଁ ଭିନ୍ନ ଏକ ହରମୋନ୍‌ରେ ନିୟନ୍ତ୍ରିତ ହେଉଥିବା କାରଣରୁ ସେମାନେ ସହଜରେ କାନ୍ଦିପାରନ୍ତି ନାହିଁ। ସେ ୧୨ହଜାର ବିଭିନ୍ନ ବୟସର ପୁରୁଷଙ୍କୁ ଏହି ପରୀକ୍ଷାରେ ସାମିଲ କରିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୧୪୫ଜଣ ସାମାନ୍ୟ ସ୍ଥିତିରେ ଭାବପ୍ରବଣ ହୋଇପଡ଼ୁଥିଲେ। ଅନ୍ୟମାନେ କିନ୍ତୁ ବେଶ୍ ଦୃଢ଼ ରହୁଥିଲେ। ତେବେ ମହିଳାମାନେ ସାମାନ୍ୟତମ ପରିସ୍ଥିତରେ କାନ୍ଦିପକାନ୍ତି। ପରୀକ୍ଷାରୁ ଜଣାପଡ଼ିଥିଲା ଯେ ପୁରୁଷଙ୍କ ଶରୀରରେ ପ୍ରୋଲାକ୍ଟିନ୍ ହରମୋନ୍ ଖୁବ୍ କମ୍ ରହିଛି। ଏଇ ହରମୋନ୍ ଆମକୁ ଭାବପ୍ରବଣ କରାଇଥାଏ କିନ୍ତୁ ମହିଳାଙ୍କ ଶରୀରେ ଏଇ ହରମୋନ୍‌‌ର ମାତ୍ରା ଅଧିକ ଥିବାରୁ ସେମାନେ ସାମାନ୍ୟ କଥାରେ କାନ୍ଦିପକାନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories