www.samajalive.in
Sunday, December 14, 2025
26.1 C
Bhubaneswar

ଭାରସାମ୍ୟ ହରାଇ ଓଲଟିଲା ପିକଅପ 

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମୈଦଲପୁର  ୨୬ନଂ  ଜାତୀୟ ରାଜପଥ ପାର୍ଶ୍ୱରେ ତିଲିଆ କନାରୀ ନିକଟରେ ଏକ ପିକଅପ ଭାରଶ୍ୟାମ ହରାଇ ଓଲଟି ପଡିଥିଲା।
ସୂଚନା ଅନୁଯାଇ ,ଏକ  ପ୍ଲାଷ୍ଟିକ ପାଇପ ବୋଝେଇ ପିକଅପ ନଂ (ଓଆର ୨୩ଡି ୭୨୮୭)ଗତ କାଲି ରାତ୍ର ରେ କଳାହାଣ୍ଡିରୁ ନବରଙ୍ଗପୁର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ତିଲିଆ କନାରୀ ନିକଟ କଲଭଟ ତଳକୁ ଓଲଟି ପଡିଥିଲା। ସକାଳେ ଖବର ପାଇ ମୈଦଲପୁର ଫାଣ୍ଡି ଅଧିକାରୀ ଦାଇତ୍ୱରେ ଥିବା ତୁମ୍ବର୍ଲା ଫାଣ୍ଡି ଅଧିକାରୀ ଶୁଭେନ୍ଦୁ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଏହି ଦୁର୍ଘଟଣାରେ ଡ୍ରାଇଭର ଓ  ହେଲ୍ପର ଆହତ ହୋଇ ମୈଦଲପୁର ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories