www.samajalive.in
Saturday, December 6, 2025
23.1 C
Bhubaneswar

ହରଭଙ୍ଗାରେ ନୂତନ ବି.ଡି.ଓଙ୍କ ଦାୟିତ୍ୱଗ୍ରହଣ 

ହରଭଙ୍ଗା  : ହରଭଙ୍ଗା ବ୍ଲକରେ ନୂତନ ବି.ଡି.ଓ ଭାବେ ସୁବାଷ ଯାନୀ ଦାୟିତ୍ୱ ଗ୍ରହଣ କରିଛନ୍ତି।ଗତ ଅଗଷ୍ଟ ୩୧ରେ ତତ୍କାଳୀନ ବି.ଡି.ଓ ନୀଳକଣ୍ଠ ବେହେରା ଚାକିରୀରୁ ଅବସରପରେ ବି.ଡି.ଓ ଦାୟିତ୍ୱକୁ ନେଇ ନାନା କଳ୍ପନାଜଳ୍ପନା ଲାଗିରହିଥିଲା।ଜିଲ୍ଲାପ୍ରଶାସନ ପକ୍ଷରୁ ହରଭଙ୍ଗା ଏ.ବି.ଡି.ଓଭାବେ କାର୍ଯ୍ୟକରୁଥିବା ସୁବାଷ ଯାନୀଙ୍କୁ ଅତିରିକ୍ତ ବି.ଡି.ଓ ଦାୟିତ୍ୱ ପ୍ରଦାନ କରାଯାଇଛି।ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ହୋଇଥିବାରୁ ବ୍ଲକ ଜନସାଧାରଣଙ୍କୁ ଉତମ ସରକାରୀ ସେବା ମିଳିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories