www.samajalive.in
Monday, December 8, 2025
24.1 C
Bhubaneswar

୨୧ କୁଇଣ୍ଟାଲ ଗଞ୍ଜେଇ ସହ ୪ ଗାଡି  ଜବତ, ୭ମହିଳା ସମେତ ୨୬ଗିରଫ

ମୋହନା: ,ଗଜପତି ଜିଲ୍ଲା ନୂତନ ଏସପି ଜୟରାମ ଶତପଥୀଙ୍କ ନିଦେଶ କ୍ରମେ ଆର, ଉଦୟଗିରି ଏସଡିପିଓ ଦିଲ୍ଲୀପକୁମାର ନାୟକ ଙ୍କ ତ୍ୱତଅବଦନ ରା,ଉଦୟଗିରି ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ଓ ତାଙ୍କ ଟିମ ବିଶେଷ ସୂତ୍ରରୁ ଖବର ପାଇ ସମ୍ବଲପୁର ଅଞ୍ଚଳରେ ଚଡ଼ାଉ କରିଥିଲେ। ପୁଲିସ ଟିମ ୪ଟି ଭେନ ଗାଡିକୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ୨୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୭ ମହିଳାଙ୍କ ସମେତ  ୨୬ ଜଣଙ୍କୁ ଗିରଫ କରାଯାଇଛି । ଉକ୍ତ ଗଞ୍ଜେଇ ହରିଆଣାକୁ ଚାଲାଣ ହେଉଥିବା ଥାନା ପକ୍ଷରୁ ସୂଚନା ମିଳିଛି ।
ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଡ କୋଟି ଟଙ୍କା ହେବ  ବୋଲି ଥାନା ସୂତ୍ରରୁ ଜଣା ପଡ଼ିଛି।ସମସ୍ତ ଅଭିଯୁକ୍ତ ମାନେ ହରିଆନା ଓ ପଞ୍ଜାବ ଅଞ୍ଚଳର ବୋଲି ଏସଡ଼ିପିଓ ଶ୍ରୀ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories