www.samajalive.in
Saturday, December 13, 2025
15.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ମୁରିବାହାଲ ଏବିଇଓ

ଆଫଗାନିସ୍ତାନ ସଙ୍କଟ, ୨୬ରେ ସର୍ବଦଳୀୟ ବୈଠକ

- Advertisement -

ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଗିରଫ, ୫ ବର୍ଷ ହେଲା ଫେରାର ଥିଲା

ଜମି ଜାଲିଆତି, ଅନିୟମିତତା, ଅପରାଧିକ ଷଡଯନ୍ତ୍ର ମାମଲାରେ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

ତାଲିବାନର ଆଫଗାନିସ୍ତାନ ଦଖଲ ପଛରେ ପାକିସ୍ତାନ ଆଇଏସଆଇର ମୁଖ୍ୟ ଭୂମିକା

କାବୁଲ ବିମାନ ବନ୍ଦରରେ ଭୀଷଣ ଗୁଳିଚାଳନା; ତାଲିବାନକୁ କଡା ଜବାବ ଦେଉଛନ୍ତି ଆମେରିକା ଓ ପାଶ୍ଚାତ୍ୟ ସୈନ୍ୟ

ଡାଲ ହ୍ରଦରେ ଏସବିଆଇ ଖୋଲିଲା ଭାସମାନ ଏଟିଏମ

ଦେଶରେ ହ୍ରାସ ଦୈନିକ ସଂକ୍ରମଣ ; ୨୪ ଘଣ୍ଟାରେ ଆଉ ୨୫,୦୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ , ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୪୯,୩୦୬କୁ ବୃଦ୍ଧି ପାଇଛି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୮୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୩୪,୭୫୬

ଦିନକରେ ୪୪,୧୫୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୧୬,୮୦,୬୨୬ ସୁସ୍ଥ

୩,୩୩,୯୨୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି

୨୪ ଘଣ୍ଟାରେ ୭,୯୫,୫୪୩ ଟିକା ନେଇ ଥିବା ବେଳେ ମୋଟ ୫୮,୨୫,୪୯,୫୯୫ ଟିକା ନେଇ ସାରିଛନ୍ତି

ଆରମ୍ଭ ହେଲା ଜଗା ଦର୍ଶନ, ସର୍ବସାଧାରଣଙ୍କ ଦର୍ଶନ ଲାଗି ଖେଲିଲା ପୁରୀ ଶ୍ରୀମନ୍ଦିର

ଦୀର୍ଘ ୪ମାସ ପରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ;କୋଭିଡ କଟକଣା ମଧ୍ୟରେ ଚାଲିଛି ଭକ୍ତଙ୍କ ଦର୍ଶନ

ଅଗ୍ନିକାଣ୍ଡରେ ଗାଈ ବାଛୁରି ଜୀବନ୍ତ ଦଗ୍ଧ

କରୋନା କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିଲା ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର

କଟକଣା ମଧ୍ୟରେ ଆଜିଠାରୁ ଭୁବନେଶ୍ବରରେ ଖୋଲୁଛି ସମସ୍ତ ଧର୍ମାନୁଷ୍ଠାନ

ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା, ୭ ଦିନ ଧରି ଚାଲିବ ଏହି ପକ୍ଷୀ ଗଣନା

ରାଜ୍ୟରେ ୭୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ୍‍ ୧୦୧ ଜଣ

ସଂଗରୋଧରୁ ୪୪୩ ଓ ସ୍ଥାନୀୟ ସଂକ୍ରମିତ ୩୧୮

ଅନୁଗୁଳ ଜିଲାରୁ ୧୬, ବାଲେଶ୍ୱର ୫୨, ବରଗଡ ୧୮, ଭଦ୍ରକ ୮ ଓ ବଲାଙ୍ଗିରରୁ ୨ ଜଣ ଚିହ୍ନଟ

ବଉଦ ୧, କଟକ ୧୧୭, ଦେବଗଡ ୧୨, ଢେଙ୍କାନାଳ ୧୨, ଗଜପତି ୨, ଗଞ୍ଜାମ ୩ ଓ ଜଗତସିଂହପୁରରୁ ୧୮ ଚିହ୍ନଟ

ଯାଜପୁରରୁ ୩୫, ଝାରସୁଗୁଡା ୧, କେନ୍ଦ୍ରାପଡା ୧୫, କେନ୍ଦୁଝର ୫, ଖୋର୍ଦ୍ଧାରୁ ୧୮୯ ଚିହ୍ନଟ

ମାଲକାନଗିରି ୨, ମୟୁରଭଞ୍ଜ ୨୪, ନବରଙ୍ଗପୁର ୧, ନୟାଗଡ ୧୨, ପୁରୀ ୧୩, ରାୟଗଡାରୁ ୨୫ ଜଣ ଚିହ୍ନଟ

ସମ୍ବଲପୁର ୨୦, ସୋନପୁର ୧, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୬୪ ଜଣ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ୮୯୧୭ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି

କଟକରୁ ସର୍ବାଧିକ ୧୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି

ଢେଙ୍କାନାଳରେ ୯, ଖୋର୍ଦ୍ଧାରେ ୮ ଓ ଯାଜପୁରରେ ୬ ଜଣଙ୍କର ମୃତ୍ୟୁ

କେନ୍ଦ୍ରାପଡା ଜିଲାରେ ୪, ବାଲେଶ୍ୱରରେ ୩ ଓ ପୁରୀରେ ୨ ଜଣଙ୍କର ମୃତ୍ୟୁ

ଦିନକ ମଧ୍ୟରେ ଭଦ୍ରକ, ଝାରସୁଗୁଡା, କେନ୍ଦୁଝର ଓ ରାୟଗଡା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ରାଜ୍ୟରେ କରୋନା ଜନିତ ମୃତ୍ୟୁ ୭୪୨୬କୁ ବୃଦ୍ଧି

ଜାତିଭିତ୍ତିକ ଜନଗଣନା ଦାବି: ନିତିଶ କୁମାରଙ୍କ ନେତୃତ୍ୱାଧୀନ ୧୦ ରାଜନୈତିକ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ

ଅଗଷ୍ଟ ୩୧ ସୁଦ୍ଧା ଆମେରିକୀୟ ସୈନ୍ୟ ଆଫଗାନିସ୍ତାନରୁ ଫେରିବା ନେଇ ବାଇଡେନ ଆଶାବାଦୀ

ଯନ୍ତ୍ରଣା ଓ କ୍ଷତି ବିନା ଆଫଗାନିସ୍ତାନରୁ ନାଗରିକଙ୍କୁ ସ୍ଥାନାନ୍ତରଣ ସମ୍ଭବ ନୁହେଁ

ଆଫଗାନ ଶରଣାର୍ଥୀଙ୍କ ପାଇଁ ଆମେରିକା ସେମାନଙ୍କର ନୂଆ ଘର ହେବ

ଶତାଧିକ ତାଲିବାନି ପଞ୍ଜଶିର ମୁହାଁ; କଡା ଜବାବ ଦେବାକୁ ପ୍ରସ୍ତୁତ ଅହମଦ ମାସୁଦ

ପାରା ଅଲିମ୍ପିକ୍‌ସ ଉଦ୍‌ଘାଟନୀ ଉତ୍ସବ : ଭାରତର ୫ ଖେଳାଳି, ୬ ଅଧିକାରୀ

ଆସନ୍ତାକାଲିଠାରୁ ଟୋକିଓ ପାରାଲିମ୍ପିକ୍‌ସ

ଫୁଟବଲ ଅଲିମ୍ପିଆନ ହକିମ୍‌ଙ୍କ ଦେହାନ୍ତ

ପାକିସ୍ତାନରେ ପଶିଲେ ତାଲିବାନ ; ଇସଲାମାବାଦରେ ଉଡ଼ାଇଲେ ସଂଗଠନ ପତାକା

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories