www.samajalive.in
Friday, December 12, 2025
23.1 C
Bhubaneswar

ତାଲିବାନକୁ ସମର୍ଥନ କରି ୧୪ ଗିରଫ

ଗୁଆହାଟୀ: ତାଲିବାନକୁ ସମର୍ଥନ ପୂର୍ବକ ସାମାଜିକ ଗଣମାଧ୍ୟମରେ ମତ ପ୍ରସାର କରିଥିବା ୧୪ ଜଣଙ୍କୁ ଆସାମ ପୁଲିସ ଗିରଫ ଗରିଛି। ରାଜ୍ୟର ସ୍ବତନ୍ତ୍ର ଆରକ୍ଷୀ ମହାନିର୍ଦେଶକ ଜି.ପି ସିଂହ କହିଛନ୍ତି ଯେ ଅଭିଯୁକ୍ତମାନେ ତାଲିବାନର କ୍ଷମତା ଦଖଲକୁ ସମର୍ଥନ କରି ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ପ୍ରସାରଣ କରିଥିଲେ। ସେମାନଙ୍କ ମଧ୍ୟରେ କାମରୂପ, ଧୁବ୍ରି ଓ ପାର୍‌ପେଟା ଜିଲାର ଦୁଇ ଜଣ ଲେଖାଏଁ ଥିବାବେଳେ ଅନ୍ୟମାନେ ଦାରଙ୍ଗ, କାଚର, ହୈଲାକଣ୍ଡି, ଦକ୍ଷିଣ ସାଲମରା, ହୋଜାଲି ଓ ଗୋଲପଡ଼ା ଜିଲାର ଅଧିବାସୀ।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories