www.samajalive.in
Saturday, December 13, 2025
21.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ହକି ଇଣ୍ଡିଆ ଲାଗି ପୁଣି ୧୦ବର୍ଷ ଲାଗି ପ୍ରାୟୋଜକ ହେବ ଓଡ଼ିଶା ସରକାର। ପ୍ରାୟୋଜକ ହେବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

–ତାଲିବାନି ବିଜୟ ଉତ୍ସବରେ ଦୁଇ ମାଲାୟଲମ ଅଧିବାସୀ ଥିବା ସନ୍ଦେହ କରୁଛନ୍ତି ଥରୁର

- Advertisement -

–ଆଫଗାନିସ୍ତାନ ନାଗରିକଙ୍କ ପାଇଁ ଭାରତର ଜରୁରୀକାଳୀନ ଇ-ଭିସା

–ଇଚ୍ଛାଶକ୍ତି ବଡ଼ବଡ଼ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ – ମୋଦୀ

–୨୦୨୧ ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି, ଅକ୍ଟୋବର ୨୪ରେ ଭାରତ ବନାମ ପାକିସ୍ତାନ

–ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦାରିଙ୍ଗବାଡ଼ି ସରମୂଳି ପିଇଓ

–+୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ, ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ଯାଏ ଅନଲାଇନ୍‌ ଆବେଦନ

–ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଝାରବନ୍ଧ ବନପାଳ ସୁଶାନ୍ତ ଦାଶଙ୍କ ଘରେ ଭିଜିଲାନ୍ସ ଚଢାଉ

–ରାଜସ୍ଥାନର ଅଜମେରରେ ୨ ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜୀବନ୍ତ ଦଗ୍ଧ

–ପେଗାସସ୍‍ ଗୁଇନ୍ଦାଗିରି ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

–ମହିଳାଙ୍କ ସମେତ ସମସ୍ତ କର୍ମଚାରୀ କାର୍ୟ୍ୟକ୍ଷେତ୍ରକୁ ଫେରିବାକୁ ତାଲିବାନର ଆହ୍ୱାନ

–ଦେଶରେ ଗୋଟିଏ ଦିନରେ ରେକର୍ଡ ପାନ କୋଭିଡ ଟିକାକରଣ ;  ଦିନକରେ୮୮,୧୩,୯୧୯ ପାନ ଟିକା

–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ;  ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବ୍ରସର ୯୬ ଜଣ, ସଂଗରୋଧରୁ ୪୨୧ ଏବଂ ସ୍ଥାନୀୟ ସଂକ୍ରମିତ ୨୯୯

–ରାଜ୍ୟରେ ଦିନକରେ ୧୧୬୭ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୯୬୭୨ ସକ୍ରିୟ କରୋନା ରୋଗୀ ରହିଛନ୍ତି

–ଦିନକ ମଧ୍ୟରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; କଟକ ଜିଲାରୁ ସର୍ବାଧିକ ୧୪ ; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୦୨୧

–ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ରୂପ : ୩.୫ କୋଟିଙ୍କୁ ସ୍କାର୍ଟ ହେଲ୍‍ଥ କାର୍ଡ

–ଆମେରିକା ସମର୍ଥକଙ୍କୁ ଖୋଜୁଛନ୍ତି ତାଲିବାନ ଆତଙ୍କି

–ଦେଶରେ ୨୪ ଘଣ୍ଟାରେ ଆଉ ୨୫,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୫୦,୬୭୯କୁ ବୃଦ୍ଧି

–ଆଉ ୪୩୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୩୨,୦୭୯ ; ମୃତ୍ୟୁହାର ୧.୩୪%

–ଦିନକରେ ଆଉ ୩୬,୮୩୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୧୪,୪୮,୭୫୪ ସୁସ୍ଥ

–୩,୬୯,୮୪୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ; ସକ୍ରିୟ ଆକ୍ରାନ୍ତ ହାର ୧.୧୫%

–୮୮,୧୩,୯୧୯ ଦିନକରେ ଟିକା ନେଇଥିବା ବେଳେ ମୋଟ ୫୫,୪୭,୩୦,୬୦୯ ଟିକା ନେଇ ସାରିଛନ୍ତି

–୨୪ ଘଣ୍ଟାରେ ଆଉ ୧୫,୬୩,୯୮୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୯,୬୬,୨୯,୫୨୪ ନମୁନା ପରୀକ୍ଷା କରାଯାଇଛି

–ଆଫଗାନିସ୍ତାନରୁ ୧୨୦ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଫେରିଲା ବାୟୁସେନା ବିମାନ

–ଆଫଗାନ ଶରଣାର୍ଥୀ ଓ ସେମାନଙ୍କ ଦେଶାଟନ ପାଇଁ ୫୦୦ ନିୟୁତ ଜରୁରୀକାଳୀନ ସହାୟତା ଘୋଷଣା କଲା ଆମେରିକା

–ଏକ ରାଷ୍ଟ୍ରର ନେତୃବୃନ୍ଦ ପଛଘୁଞ୍ଚା ଦେଉଥିବାବେଳେ ସେହି ରାଷ୍ଟ୍ରକୁ ସୁରକ୍ଷା ଦେଇହେବ ନାହିଁ- ବାଇଡେନ

ଆତଙ୍କବାଦ ରୋକିବାକୁ ସବୁ ରାଷ୍ଟ୍ର ଏକାଠି ହୁଅନ୍ତୁ : ଗୁଟେରସ୍‌

ଫେରିଲା ତାଲିବାନ ; ବଦଳିଲା ଦେଶର ନାମ ; ଇସ୍‌ଲାମିକ ଏମିରେଟ୍ସ ଅଫ ଆଫଗାନିସ୍ତାନ

ସତ୍ୟବାଦୀ ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କଲେ ପୁରୀ ଜିଲାପାଳ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ର ସ୍ବାମ ନାଳ ନିକଟରେ ଭାରସାମ୍ୟ ହରାଇ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ

 

Hot this week

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

Related Articles

Popular Categories