www.samajalive.in
Friday, December 12, 2025
26.1 C
Bhubaneswar

ଟିକାକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରଚାର, ୩୦୦ ଆକାଉଣ୍ଟ ବନ୍ଦ କଲା ଫେସବୁକ୍‌

ନୂଆଦିଲ୍ଲୀ: ‘କରୋନା ଟିକା ନେଲେ ମଣିଷ ସିମ୍ପାଞ୍ଜି ହୋଇଯିବ’ ଏଭଳି ଭ୍ରମାତ୍ମକ ପୋଷ୍ଟ କରିଥିବା ୩୦୦ରୁ ଅଧିକ ବ୍ୟବହାରୀଙ୍କୁ ଆକାଉଣ୍ଟକୁ ସାମାଜିକ ଗଣମାଧ୍ୟମ ଫେସବୁକ ବନ୍ଦ କରିଦେଇଛି। ଦେଶରେ କରୋନା ଟିକାକରଣ ଅଭିଯାନକୁ ସରକାର ପ୍ରୋତ୍ସାହିତ କରୁଥିବାବେଳେ ସାମାଜିକ ଗଣମାଧ୍ୟମରେ ଏହାକୁ ବିରୋଧ ପୂର୍ବକ ବିଭିନ୍ନ ଗୁଜବ ପ୍ରଚାରିତ ହେଉଛି। ତେବେ ଏପରି ଗୁଜବ ପ୍ରଚାର କରିଥିବା ବ୍ୟବହାରକାରୀଙ୍କ ଆକାଉଣ୍ଟକୁ କମ୍ପାନୀ ପକ୍ଷରୁ ବନ୍ଦ କରିଦିଆଯାଇଛି। ଅବଶ୍ୟ ଆଷ୍ଟ୍ରାଜେନିକା ଓ ଫାଇଜର ଟିକା ବିରୋଧରେ ଏହି ପ୍ରଚାର ହୋଇଥିଲା। ଯେଉଁ ବ୍ୟବହାରକାରୀଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି ସେମାନେ ଭାରତ, ଆମେରିକାର ବାସିନ୍ଦା।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories