www.samajalive.in
Monday, December 8, 2025
27.1 C
Bhubaneswar

ମା’ ଗଙ୍ଗା ଦେବୀ ମନ୍ଦିର ମୁଖଶାଳା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର ପୁରୁଣା ବନ୍ଦ ଗ୍ରାମ ନିକଟରେ ରହିଛି ଅଧିଷ୍ଠାତ୍ରୀ ଦେବୀ ମା’ ଗଙ୍ଗା ଦେବୀ ଙ୍କ ମନ୍ଦିର। ଏହି ମନ୍ଦିର ର ମୁଖ ଶାଳା ପାଇଁ ଶୁକ୍ରବାର ଦିନ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ କୃଷି ବିପଣନ ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପ୍ରମୁଖ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ ଛାୟା କାନ୍ତ ପ୍ରଧାନ, ସୁରତ ପ୍ରଧାନ, କୈଳାଶ ସ୍ୱାଇଁ, ଶତ୍ରୁଘନ ଗୌଡ଼,ସରପଞ୍ଚ ପ୍ରଭାତ ସେଠୀ,ଏନ. ଏ. ସି ଯୁବ ବିଜେଡି ସଭାପତି ସୁଧୀର ପାଢ଼ୀ, ଛାତ୍ର ବିଜେଡି ସଭାପତି ରାକେଶ ରଞ୍ଜନ ଦାସ,ବ୍ଲକ ଯୁବ ସଭାପତି ଅନ୍ତଯାମି ବେହେରା, ସୁଦାମ ପଳାଇ ରଞ୍ଜିତ ପଳାଇ, ଅମୁଲ୍ୟ ଦଳେଇ, କୃଷ୍ଣ ପ୍ରଧାନ, ପୁରୁଣା ବନ୍ଦ ଗ୍ରାମ୍ୟ କମିଟି ସଭାପତି ମାଗତା ବେହେରା ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

Related Articles

Popular Categories