www.samajalive.in
Monday, December 8, 2025
13.1 C
Bhubaneswar

ଢେଙ୍କିକୋଟ ହାଟ ବଜାରରେ ଆବର୍ଜନା: ଡେଙ୍ଗୁକୁ ଆମନ୍ତ୍ରଣ

ପାଟଣା : ଢେଙ୍କିକୋଟର ହାଟ ଓ ବଜାର ଅଞ୍ଚଳରେ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ ରହୁଛି। ବର୍ଷାରେ ଆବର୍ଜନା ପଚି ସଢ଼ି ଦୁର୍ଗନ୍ଧ ହେବା ସହ ଏଠାରେ ମଶା ମାଛି ଭଣ ଭଣ ହୋଇ ଡେ଼ଙ୍ଗୁକୁ ଆମନ୍ତ୍ରଣ କରୁଛନ୍ତି। ହାଟରୁ ନିୟନ୍ତ୍ରିତ ବଜାର କମିଟି ପ୍ରତି ପାଳି ମାହାସୁଲ୍‌ ଆଦାୟ କରୁଥିବା ବେଳେ ହାଟ ଓ ବଜାର ଅଞ୍ଚଳ ର ସ୍ବଚ୍ଛତା ପାଇଁ ଆଦୌ ଧ୍ୟାନ ଦେଉନାହିଁ  ବୋଲି ଅଭିଯୋଗ ହୋଇଛି । ମନୋହରୀ ଦୋକାନ ଠାରୁ ଆରମ୍ଭ କରି ପରିବା ଦୋକାନୀ ,ଜଳଖିଆ ଦୋକାନୀଙ୍କ ଯାଏ ସମସ୍ତଙ୍କ ଦୋକାନରୁ ଆବର୍ଜନା ବାହାରୁ ଥିବା ବେଳେ ଆବର୍ଜନା ପକାଇବା ପାଇଁ କେହି ସ୍ଵତନ୍ତ୍ର କୁଣ୍ଡ ରଖି ନଥିବା ଦେଖା ଯାଉଛି। ଏପରିକି ହାଟକୁ ଆସୁଥିବା ବେପାରୀ ପଚାସଢ଼ା ପନିପରିବା ମଧ୍ୟ ରାସ୍ତାକଡରେ ଫୋପାଡୁଥିବା ଦେଖାଯାଉଛି। ଏତେ ବଡ଼ ବଜାର ଓ ହାଟ ଅଞ୍ଚଳର ସ୍ବଚ୍ଛତା ବଜାୟ ରଖିବା ପାଇଁ ନିୟନ୍ତ୍ରିତ ବଜାର କମିଟି ଓ ପଞ୍ଚାୟତ ପ୍ରଶାସନ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories