www.samajalive.in
Saturday, December 13, 2025
26.1 C
Bhubaneswar

ଆରପାରିରେ କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର

ପୁଣେ: କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ ଘଟିଛି। ବୁଧବାର ସକାଳେ ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ନାଟେକର ବୟସାଧିକ ଜନିତ ରୋଗରେ ପୀଡ଼ିତ ହୋଇ ଗତ ତିନି ମାସ ହେବ ଅସୁସ୍ଥ ଥିଲେ।

ତାଙ୍କ ସମୟରେ ବ୍ୟାଡ଼ମିଣ୍ଟନ ଖେଳାଳିମାନଙ୍କ ମଧ୍ୟରେ ନାଟେକର ବିଶ୍ବର ୩ ନମ୍ବର ଖେଳାଳି ଥିଲେ। ୧୯୫୬ ମସିହାରେ ଅନ୍ତର୍ଜାତୀୟ ପଦକ ଜିତିଥିବା ପ୍ରଥମ ଭାରତୀୟ ହେଉଛନ୍ତି ନନ୍ଦୁ ନାଟେକର। ତାଙ୍କ କ୍ୟାରିୟରରେ ସେ ୧୦୦ରୁ ଊର୍ଦ୍ଧ୍ବ ଜାତୀୟ ଏବଂ ଅନ୍ତର୍ଜାତୀୟ ଟାଇଟଲ୍‌ ଜିତିଛନ୍ତି।

- Advertisement -

ପଶ୍ଚିମ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମ ହୋଇଥିବା ନାଟେକର କ୍ରୀଡ଼ା ପ୍ରତି ତାଙ୍କର ଅବଦାନ ପାଇଁ ୧୯୬୧ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories