www.samajalive.in
Friday, December 12, 2025
26.1 C
Bhubaneswar

ଅଭିନୟ ଜଗତରେ ପାଦ ଥାପିବେ ଅଲ୍ଲୁ ଅର୍ଜୁନଙ୍କ ଝିଅ, ସାମନ୍ଥାଙ୍କ ସହ ଆସିବେ ନଜର

ମୁମ୍ବଇ: ଖୁବଶୀଘ୍ର ଅଭିନୟ ଜଗତରେ ପାଦ ଥାପିବେ ତେଲୁଗୁ ସିନେଜଗତର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଝିଅ। ଏନେଇ ଟ୍ୱିଟର ଜରିଆେରେ ସୂଚନା ଦେଇଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ।

ସେ ଗର୍ବର ସହ ପ୍ରକାଶ କରିଛନ୍ତି ଯେ, ତାଙ୍କ ଝିଅ ଆରହା ଅଭିନୟ ଦୁନିଆରେ ପାଦ ଥାପୁଛନ୍ତି। ଲୋକପ୍ରିୟ ଟଲିଉଡ଼ ଅଭିନେତ୍ରୀ ସାମନ୍ଥା ଅକ୍କିନେନିଙ୍କ ଆଗାମୀ ଚଳଚ୍ଚିତ୍ର ‘ଶକୁନ୍ତଳାମ୍’ ଜରିଆରେ ସେ ଟଲିଉଡ଼ରେ ଏଣ୍ଟ୍ରି କରିବେ। ଏଥିରେ ସେ ପ୍ରିନ୍ସ ଭରତ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଗୁଣଶେଖର। ତାଙ୍କ ଝିଅକୁ ଏହି ସୁବର୍ଣ୍ଣ ସୁଯୋଗ ଦେଇଥିବାରୁ ଅଲୁ ଅର୍ଜୁନ ଗୁଣଶେଖର ଏବଂ ନିର୍ମାତା ନୀଳିମାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

- Advertisement -


ସୂଚନାଯୋଗ୍ୟ, ଅଲ୍ଲୁ ଅର୍ଜୁନଙ୍କ ପରିବାର ବହୁ ଆଗରୁ ଅର୍ଥାତ୍ ବାପା ଜେଜେବାପା କାଳରୁ ସିନେଜଗତ ସହ ଜଡ଼ିତ। ଆରହା ହେଉଛନ୍ତି ତାଙ୍କ ପରିବାରର ଚତୁର୍ଥ ପିଢିର କଳାକାର।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories