www.samajalive.in
Saturday, December 13, 2025
14.1 C
Bhubaneswar

ଏନ୍‍ଡିଏ ଅମଳରେ ଏନ୍‍ପିଏ ବଢ଼ିଛି

ନୂଆଦିଲ୍ଳୀ: ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଅମଳରେ ବ୍ୟାଙ୍କ ଏନପିଏ୍‍(ଅନାଦାୟ ଋଣ) ପ୍ରାୟ ୬.୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ସଂସଦୀୟ କମିଟି ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟକୁ ଅର୍ଥ କମିଟି ଗତ ସୋମବାର ଗ୍ରହଣ କରିଥିବା ଜଣାପଡ଼ିଛି। ୨୦୧୫ ମାର୍ଚ୍ଚରୁ ୨୦୧୮ ମାର୍ଚ୍ଚ ମଧ୍ୟରେ ଏନ୍‍ପିଏରେ ଅନାଦାୟ ଋଣ ବଢ଼ି ଏହି ସ୍ତରରେ ପହଞ୍ଚିଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଏମ୍‍ ବିରାପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏନ୍‍ପିଏ ବୃଦ୍ଧି ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ପରିଚାଳନାଗତ ଅପାରଗତାକୁ ଦାୟୀ କରିଛି। ସଂସଦର ଆସନ୍ତା ଶୀତ ଅଧିବେଶନର ଏହି ରିପୋର୍ଟ ଉପସ୍ଥାପିତ ହେବ। ଏହି କମିଟିରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଖ୍ୟାତ ଅର୍ଥନୀତିଜ୍ଞ ଡ. ମନମୋହନ ସିଂହ ସଦସ୍ୟ ଅଛନ୍ତି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories