www.samajalive.in
Saturday, December 13, 2025
26.1 C
Bhubaneswar

ସ୍ୱର ନମୂନା ଯାଞ୍ଚ ପାଇଁ ରାଜି ହେଲେନି ସୁଶାନ୍ତ ଧଳସାମନ୍ତ ଓ ରଂଜିତା ବିଶ୍ୱାଳ

କଟକ: ଥିବା ସୁଶାନ୍ତ ଧଳସାମନ୍ତ ଓ ରଂଜିତା ବିଶ୍ୱାଳଙ୍କୁ ପୁଲିସ ତିନି ଦିନିଆ ରିମାଣ୍ଡରେ ନେଇଥିବା ବେଳେ ଆଜି ହେଉଛି ରିମାଣ୍ଡର ଶେଷ ଦିନ । ଶୁକ୍ରବାର ପୁଲିସ ଉଭୟଙ୍କ ସ୍ୱର ନମୂନା ଯାଞ୍ଚ କରି ଥାଆନ୍ତା କିନ୍ତୁ ସେମାନେ ରାଜି ହୋଇ ନଥିବା ଜଣାପଡିଛି ।  ଉଭୟଙ୍କ ସ୍ୱର ନମୂନା ଯାଞ୍ଚ ସଦର ପୁଲିସକୁ ଜେଏମ୍ଏଫସି ରୁରାଲ କୋର୍ଟରୁ ଅନୁମତି ମିଳିଥିଲା । ଏଥିରେ ଉଭୟ ରାଜି ନ ହେବାରୁ ସ୍ୱର ନମୂନା ଯାଞ୍ଚ ହୋଇ ପାରିନାହିଁ । ତେବେ ବର୍ତ୍ତମାନ ପୁଲିସର ପରବର୍ତ୍ତୀ ପଦକ୍ଷେପ କଣ ରହିବ ତାହା ଜଣାପଡିନାହିଁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories