ନୂଆଦିଲ୍ଲୀ: ଭାରତ ଚାଟାର୍ଡ ଆକାଉଟାଣ୍ଟସ୍ ପ୍ରତିଷ୍ଠାନ (ଆଇସିଏଆଇ) ଦ୍ବାରା ପରିଚାଳିତ ଚାଟାର୍ଡ ଆକାଉଟାନ୍ସି (ସିଏ) ପରୀକ୍ଷା ସ୍ଥଗିତ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଛନ୍ତି। ଜୁଲାଇ ମାସରୁ ଏହି ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ବିଚାରପତି ଏଏମ୍ ଖାନୱିଲକରଙ୍କ ନେତୃତ୍ବ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୀଠ ଏହାକୁ ସ୍ଥଗିତ ରଖିବାକୁ ମନା କରିଛନ୍ତି। ତେବେ ପରୀକ୍ଷାର୍ଥୀଙ୍କ ପାଇଁ ‘ଅପ୍ଟ ଆଉଟ୍’ ବ୍ୟବସ୍ଥା ରଖିବାକୁ ପୀଠ କହିଛନ୍ତି।
Popular Categories



