www.samajalive.in
Saturday, December 13, 2025
18.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର

କାଶ୍ମୀରର ଡାଲ ହ୍ରଦ ଉପରେ ଡ୍ରୋନ ଠାବ

ଜୁଲାଇ ପର୍ୟ୍ୟନ୍ତ ‘ଏକ ରାଷ୍ଟ୍ର, ଏକ ପଡିକାର୍ଡ’ ଯୋଜନା ବଳବତ୍ତର ରଖ- ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

- Advertisement -

ଉତ୍ତରପ୍ରଦେଶର ଫିରୋଜାବାଦରେ ମର୍ମନ୍ତୁଦ ଦୁର୍ଘଟଣା ; ୫ ମୃତ

ଜମ୍ମୁ ବାୟୁସେନା ଘାଟି ଆକ୍ରମଣ ଘଟଣା: ତଦନ୍ତଭାର ଏନଆଇଏକୁ ହସ୍ତାନ୍ତର

ଏଲଏସିରେ ଛଅମାସ ମଧ୍ୟରେ ଚାଇନା ୧୦୦ରୁ ଅଧିକ ସାମରିକ ଡ୍ରିଲ କରିଛି

କୋଭିଡ ପାଇଁ ପାକିସ୍ତାନରେ ଅଟକି ଥିବା ୩୬୦ ଭାରତୀୟ ସ୍ୱଦେଶ ଫେରିଲେ

ସିରିୟାସ୍ଥିତ ଆମେରିକାର ସାମରିକ ଘାଟି ଉପରେ ବୋମାମାଡ

ଦେଶରେ ଆବଶ୍ୟକ ଅମ୍ଲଜାନକୁ ଏକ ତୃତୀୟାଂଶ ଖର୍ଚ୍ଚରେ ପ୍ରସ୍ତୁତ ପାଇଁ ମେସିନ୍ ତିଆରି କରି ଚର୍ଚ୍ଚାରେ ଲକ୍ଷ୍ମଣ ଦୁଣ୍ଡି

ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯିବ; ୫ ବର୍ଷରେ ଖର୍ଚ୍ଚ ହେବ ୨୪୫୪ କୋଟି

ମାଟ୍ରିକ ମୂଲ୍ୟାୟନ ଦ୍ୱନ୍ଦ ଦୂର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ; ୨୦୧୭,୨୦୧୮,୨୦୧୯,୨୦୨୦ ପ୍ରଦର୍ଶନକୁ ନେଇ ବିଚାର ହୋଇଛି। ସିବିଏସଇ ପଦ୍ଧତିକୁ ମଧ୍ୟ ଅନୁସରଣ କରାଯାଇଛି

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ ନୂଆ କରୋସଂ ସଂକ୍ରମିତଙ୍କୁ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୧୭ ଓ ସ୍ଥାନୀୟ ସଂକ୍ରମିତ ୧୧୨୩

ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭ ମୃତ
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୫୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଗୋଟିଏ ଦିନରେ  କରୋନାରୁ ଆରୋଗ୍ୟଲାଭ ୫୬,୯୯୪ ଜଣ

ଗୋଟିଏ ଦିନରେ ୯୦୭ କରୋନା ସଂକ୍ରମିତଙ୍କର ମୃତ୍ୟୁ  ; କରୋନା ଜନିତ ମୃତ୍ୟୁସଂଖ୍ୟା ୩,୯୭,୬୩୭

ଫେସ୍‌ବୁକ୍‌ ଓ ଗୁଗୁଲ୍‌କୁ ସଂସଦୀୟ କମିଟିର ସମନ ; ଆଜି ଅପରାହ୍ଣ ୪ଟାରେ ହାଜର ହେବାକୁ ନିର୍ଦେଶ

ରାଜ୍ୟପାଳ ଧନକର ଦୁର୍ନୀତିଗ୍ରସ୍ତ, ତାଙ୍କୁ ବରଖାସ୍ତ କରାଯାଉ: ମମତା

ଆଇସକ୍ରିମ ବିକୁଥିବା ମହିଳା ଏବେ ଉପଆରକ୍ଷୀ ନିରୀକ୍ଷକ

ପେରୁ କ୍ବାର୍ଟରରେ ; ବ୍ରାଜିଲ-ଇ​କ୍ଵେ‌‌ଡର ମ୍ୟାଚ୍‌ ଡ୍ର

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories