www.samajalive.in
Thursday, December 11, 2025
18.1 C
Bhubaneswar

ସନ୍ଧ୍ୟା ୭ଟା – ମୁଖ୍ୟ ଖବର

୧. ବିଜେଡି ମହିଳା ସଂଗଠନର ରାଜ୍ୟସ୍ତରୀୟ ପରାମର୍ଶଦାତା ତଥା ଉପଦେଷ୍ଟା ଭାବେ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ନିଯୁକ୍ତି
୨. ବିଜେଡି ମହିଳା ସଂଗଠନ ୭ ଜୋନ ସଭାପତି, ୯ ବରିଷ୍ଠ ଉପସଭାପତି, ୨୭ ଉପସଭାପତି, ୩୫ ସାଧାରଣ ସମ୍ପାଦିକା, ୩୬ ସମ୍ପାଦିକା, ୨୮ ଯୁଗ୍ମ ସମ୍ପାଦିକା ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟା ଭାବେ ୬୯ଜଣଙ୍କୁ ନିଯୁକ୍ତି ଦେଇଛି
୩ . ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ନୃଶଂସ ହତ୍ୟା, ଅଭିଯୁକ୍ତ ଅଟକ
୪. ଦିନକରେ ଦେଶରେ ୫୭,୯୪୪ କରୋନା ଆକ୍ରାନ୍ତ ସୁସ୍ଥ, ୫୦୦୪୦ ଆକ୍ରାନ୍ତ ଓ ୧୨୫୮ ମୃତ
୫. ରାଜ୍ୟରେ ଦିନକରେ ୩୪୦୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ, ୩୯ ମୃତ
୬. ଆସନ୍ତକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ; ଏହାପରେ ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ
୭. ପ୍ରଧାନମନ୍ତ୍ରୀଙ୍କ ମନ୍‍ କି ବାତ୍‍, ଟୋକିଓ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ
୮. ପ୍ରଧାନମନ୍ତ୍ରୀଙ୍କ ମନ୍‍ କି ବାତ୍‍, ଦିବଙ୍ଗତ ଆଥଲେଟ ମିଲଖା ସିଂହଙ୍କୁ ମନେ ପକାଇଲେ ମୋଦୀ
୯. ଜୁଲାଇ ୧୨ରୁ ୧୮ ବର୍ଷଙ୍କ ପାଇଁ ମିଳିବ ଜାଇଡସ କାଡିଲା ଟିକା, କ୍ଲିନିକାଲ ପରୀକ୍ଷା ଶେଷ
୧୦. ଜମ୍ମୁ ବିମାନ ବନ୍ଦରରେ ବିସ୍ଫୋରଣ, ପ୍ରଥମ ଥର ପାଇଁ ବ୍ୟବହାର ହୋଇଛି ଡ୍ରୋନ୍

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories