www.samajalive.in
Sunday, December 14, 2025
26.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର

୨୪ ଘଣ୍ଟାରେ ରାଜ୍ୟରେ ୩୫୭୭ ନୂଆ କରୋନା ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୨୦୩୯, ସ୍ଥାନୀୟ ସଂକ୍ରମିତ ୧୫୩୮

ଓଡ଼ିଶାରେ ୨୪ ଘଣ୍ଟାରେ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

- Advertisement -

ବ୍ରିଟେନରେ ସଂପ୍ରତି କୋଭିଡ-୧୯ର ତୃତୀୟ ଲହର ବ୍ୟାପିବାରେ ଲାଗିଛି। ମାରାତ୍ମକ ସଂକ୍ରମଣ କ୍ଷମତା ରଖୁଥିବା ଡେଲଟା ଭାରିଆଣ୍ଟ ପାଇଁ ଦେଶରେ କୋଭିଡ-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ଜଣେ ସ୍ୱାସ୍ଥ୍ୟ କହିଛନ୍ତି ବିଶେଷଜ୍ଞ

ଦେଢବର୍ଷ ପରେ ବାପା ମା’ଙ୍କ ସହିତ ମିଳିତ ହେଲା ୫ବର୍ଷର ଅଷ୍ଟ୍ରେଲୀୟ ଶିଶୁ କନ୍ୟା

ଜାତୀୟସ୍ତରରେ ବେତନ ସୀମା ଏବଂ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ପାଇଁ ଗଠିତ ବିଶେଷଜ୍ଞ କମିଟି ତାଙ୍କର ରିପୋର୍ଟ ଖୁବଶୀଘ୍ର କରିବେ ପ୍ରଦାନ

୨୮ ଘଣ୍ଟାରେ ୧୦ ମହଲା ଘର ତିଆରି

ଗୁଜରାଟର ସାବରମତୀ ନଦୀ ଏବଂ ଅହମଦାବାଦ ସହରରେ ଥିବା ଦୁଇଟି ହ୍ରଦ ଜଳରୁ କରୋନା ଭୂତାଣୁର ନମୁନା କରାଯାଇଛି ଠାବ ; ଆଇଆଇଟି ଗାନ୍ଧୀନଗରର ଏକ ଗବେଷକଦଳ ପକ୍ଷରୁ ଅଧ୍ୟୟନ

କୋପା ଆମେରିକା ଫୁଟବଲ – ଆର୍ଜେଣ୍ଟିନା ଓ ଚିଲି ବିଜୟୀ

ୟୁରୋ କପ୍‌: ହଙ୍ଗେରୀ-ଫ୍ରାନ୍‌ସ ମ୍ୟାଚ୍‌ ଡ୍ର, ଜର୍ମାନୀ ବିଜୟୀ ; – ସ୍କଟଲାଣ୍ଡ ସହ ପଏଣ୍ଟ ଭାଗକଲା ଇଂଲଣ୍ଡ

କୋପା ଆମେରିକା ଫୁଟବଲ – ଆର୍ଜେଣ୍ଟିନା ଓ ଚିଲି ବିଜୟୀ

୧୯୫୭ରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତା ; ବାରବାଟୀ ଷ୍ଟାଡିୟମ୍‌ ଟ୍ରାକ୍‌କୁ ମାପିଥିଲେ ମିଲ୍‌ଖା

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories