www.samajalive.in
Friday, December 12, 2025
27.1 C
Bhubaneswar

୧୦ ବର୍ଷରୁ କମ୍‌ ଓପନ ଓ ବାଳିକା ଚେସ୍‌: ପ୍ରତ୍ୟାଶା, ସ୍ବସ୍ତିକ ଶୁଭମ ଚମ୍ପିଆନ

କଟକ: ଅଲ୍‌ ଓଡ଼ିଶା ଚେସ୍ ଆସୋସିଏସନ ପକ୍ଷରୁ ଚାଲିଥିବା ୧୦ ବର୍ଷରୁ କମ୍‌ ରାଜ୍ୟ ଓପନ ଓ ବାଳିକା ଅନ୍‌ଲାଇନ୍‌ ଚେସ୍ ଚମ୍ପିଆନସିପ୍‌ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବାଳିକା ବିଭାଗରେ କଟକର ପ୍ରତ୍ୟାଶା ଜେନା ଚମ୍ପିଆନ,ଶ୍ରଦ୍ଧା ସ୍ମରଣିକା ନନ୍ଦ ରନର୍ସଅପ ଓ ଓପନ ବିଭାଗରେ ସ୍ବସ୍ତିକ ଶୁଭମ ପଟ୍ଟନାୟକ ଚମ୍ପିଆନ ଓ ପୁରୀର ଆୟୁଷମାନ ମହାନ୍ତି ରନର୍ସଅପ ହୋଇଛନ୍ତି। ସେହିପରି ବାଳିକା ବିଭାଗରେ ଜ୍ୟୋତିକା ସାହୁ ୩ୟ, ସନ୍ଦୀପା ପ୍ରିୟଦର୍ଶୀନୀ ସାହୁ ୪ର୍ଥ, ଇଶାନୀ ଦାସ ୫ମ, ସଚିନ ଯାଦବ ସାବେରୀ ୬ଷ୍ଠ,ନିତିଶା ସୂର ୭ମ, ହର୍ଷିତା ସିଂହ ୮ମ, ଶୁଭସ୍ମିତା ପ୍ରିୟଦର୍ଶିନୀ ୯ମ ଓ ଅୟୁଷି ମହାନ୍ତି ୧୦ତମ ସ୍ଥାନ ହାସଲ କରିଛନ୍ତି।

ଓପନ ବିଭାଗରେ ବିକ୍ରମ ଆଦିତ୍ୟ ମିଶ୍ର ୩ୟ, ଶାନ୍ତନୁ କୁମାର ଦାଶ ୪ର୍ଥ, ଆର୍ଯ୍ୟନ ବେହେରା ୫ମ, ତନ୍ମୟ ତାଲିନ ବେହେରା ୬ଷ୍ଠ, ସତ୍ୟାଂଶ ସାୟାମ ୭ମ, ପ୍ରତୀକ କୁଶଳ ରାଉତ ୮ମ, ଦେବପ୍ରିତ୍‌ ମିଶ୍ର ୯ମ ଓ ଶୁଭମ ପ୍ରତୀକ ମିଶ୍ର ୧୦ତମ ସ୍ଥାନ ହାସଲ କରିଛନ୍ତି। ପ୍ରତିଯୋଗିତାରେ ମୋଟ ୫୩ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅଲ୍‌ ଓଡ଼ିଶା ଚେସ୍ ସଂଘ ସଭାପତି ରଞ୍ଜନ ମହାନ୍ତି, ସମ୍ପାଦକ ଦେବବ୍ରତ ଭଟ୍ଟ, ଗ୍ରାଣ୍ଡମାଷ୍ଟର ସ୍ବୟଂସ ମିଶ୍ର, ମୁଖ୍ୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଶଙ୍କର ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories