www.samajalive.in
Sunday, December 14, 2025
23.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର

ଆସାମରେ ଏକ ବଡ ଧରଣର ସୁନା ରାକେଟ ଠାବ ; ଘଣ୍ଟା ଘଣ୍ଟା ତଲାସି ପରେ କାରରୁ ଜବତ ହେଲା ୨୧ କୋଟିର ସୁନା ବିସ୍କୁଟ

ଆନ୍ଧ୍ରରେ ତାଲାବନ୍ଦ ଜୁନ୍‍ ୩୦ ପର୍ଯ୍ୟନ୍ତ ବଢିଲା

- Advertisement -

ଦେଶରେ ୩ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ

ମେହୁଲ ଚୋକ୍ସିଙ୍କୁ ଜେଲ ପଠାଇଲେ ଡୋମିନିକା ଅଦାଲତ ; ଡୋମିନିକା-ଚାଇନା ଫ୍ରେଣ୍ଡସିପ ହସପିଟାଲରେ ରହିବେ

ଏସିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରୁ ତଳକୁ ଖସିଲେ ଆଦାନି

ଦେଶରେ ୨୪ ଘଣ୍ଟାରେ ଆଉ ୬୨,୪୮୦ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୭,୬୨,୭୯୩କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୫୮୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୮୩,୪୯୦ରେ ପହଞ୍ଚିଛି

ଦିନକରେ ଆଉ ୮୮,୯୭୭ ଆକ୍ରାନ୍ତ ସୁସ୍ଥ

ମୋଟ ସୁସ୍ଥ ୨,୮୫,୮୦,୬୪୭

୧୧ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହେଉଛି ; ବ୍ରିଟେନ ସରକାରଙ୍କ ଚିନ୍ତା ବଢାଇଛି ଡେଲଟା ଭାରିଆଣ୍ଟ

ଆମ୍ବ କିଲୋ ୨ ଲକ୍ଷ ୭୦ ହଜାର ଟଙ୍କା; ୨ ଆମ୍ବଗଛକୁ ଜଗୁଛନ୍ତି ୪ ଜଗୁଆଳି ଓ ୬ କୁକୁର

ଅର୍ଥନୈତିକ ଅଭିବୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ପକାଉଛି ମୂଲ୍ୟ ବୃଦ୍ଧି

କୋଭିଡ-୧୯ରୁ ସୁରକ୍ଷା ଦେଇପାରିବ ସାଧାରଣ ଥଣ୍ଡା ରୋଗର ଭୂତାଣୁ

‘ହୁ’ର ଉଦବେଗ: ଆତ୍ମହତ୍ୟା ମୁହାଁ ହେଉଛି ବିଶ୍ୱ, ଶହେରୁ ଜଣେ କରୁଛନ୍ତି ଆତ୍ମହତ୍ୟା

ଓଡ଼ିଆ ହକି ଖେଳାଳିଙ୍କୁ ଉପେକ୍ଷା, ଅଲିମ୍ପିକ୍‌ସ ପାଇଁ ଜାତୀୟ ଦଳରେ ମାତ୍ର ଜଣେ ସାମିଲ

ୱିମ୍ବିଲଡନ୍‌ ଓ ଅଲିମ୍ପିକ୍‌ସରୁ ଓହରିଲେ ନାଦାଲ

ଦୁଇଥର ଅଲିମ୍ପିକ୍‌ସ ଖେଳିବାକୁ ଯାଉଛନ୍ତି ଓଡ଼ିଆ ଡିଫେଣ୍ଡର ଦୀପ୍‌ ଗ୍ରେସ୍‌

ରାଜ୍ୟରେ ୟୁଜି/ପିଜି ଫାଇନାଲ ପରୀକ୍ଷା ହେବ ; ଏନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି, ପରୀକ୍ଷା ନେଇ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି, ପରୀକ୍ଷା ଅନଲାଇନରେ ହେବା ସହ ଏହାର ତାରିଖ ସମ୍ପୃକ୍ତ ୟୁନିଭର୍ସିଟି ସ୍ଥିର କରିବେ

୨୪ ଘଣ୍ଟାରେ ରାଜ୍ୟରେ ୩୮୦୬ ନୂଆ ସଂକ୍ରମିତ; ସଂଗରୋଧରୁ ୨୧୭୨ ଓ ସ୍ଥାନୀୟ ସଂକ୍ରମିତ ୧୬୩୪

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories