ଦିନ ୨ଟା – ମୁଖ୍ୟ ଖବର
-ଜମ୍ମୁ-କାଶ୍ମୀରରେ ଭୂକମ୍ପର ଝଟକା ଅନୁଭବ
-କରେନା ଟିକାକରଣ : ଦିଆଗଲାଣି ୨୩.୧୩ କୋଟିରୁ ଅଧିକ ପାନ ଟିକା
-ପ୍ରଖ୍ୟାତ ଲୋକପ୍ରିୟ ଅଭିନେତା ଦିଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ; ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ
-୧୨୦ ବର୍ଷ ହେବ ଲଗାତାର ଜଳୁଛି ଏହି ବିଦ୍ୟୁତ ବଲବ୍ ; ୨୦୦୧ରେ ଏହି ବଲବ୍ ର ୧୦୦ତମ ଜନ୍ମ ବାର୍ଷିକି ଖୁବ ଧୂମଧାମରେ କରାଯାଇଛି ପାଳନ
-ଦେଶରେ ୧ ଲକ୍ଷ ୧୪ ହଜାର ୪୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୮ ଲକ୍ଷ ୦୯ ହଜାର ୩୩୯
-ଆଉ ୧ ଲକ୍ଷ ୮୯ ହଜାର ୨୩୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୨ କୋଟି ୬୯ ଲକ୍ଷ ୮୪ ହଜାର
-ଗତ ୨୪ ଘଣ୍ଟାରେ ଆଉ ୨୬୭୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୬ ହଜାର ୭୫୯, ମୃତ୍ୟୁ ହାର ୧.୨୦%
-ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୭୭ ହଜାର ୭୯୯, ସକ୍ରିୟ ଆକ୍ରାନ୍ତ ହାର ୫.୧୩ %
-ଦେଶରେ କରେନା ଟିକାକରଣ ୬୦ ବର୍ଷରୁ ଅଧିକ: ୩୩.୫%, ୪୫-୬୦ ବର୍ଷ: ୪୨.୧% ଓ ୧୮-୪୪ ବର୍ଷ : ୨୪.୪% ଙ୍କୁ ଟିକାଦାନ କରାଯାଇଛି
-ରାଜ୍ୟରେ ଗୋଟିଏ ଦିନରେ ୭୦୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ
-ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୯୨୧ ଏବଂ ସ୍ଥାନୀୟ ସଂକ୍ରମିତ ୩୦୮୧ , ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୬୭
-ଗତ ୨୪ ଘଣ୍ଟାରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଓଡ଼ିଶାରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି
-ସଫାଇ ସାଥୀଙ୍କୁ ଖାଦ୍ୟ, ସ୍ୱାସ୍ଥ୍ୟରକ୍ଷା ଏବଂ ସୁରକ୍ଷା ସଂସାଧନ ବଣ୍ଟନ
-ବାତିଲ ହେଲା ସ୍ୱତନ୍ତ୍ର ଟ୍ରେନ୍
-ତୃତୀୟ ଲହରକୁ ଅଧିକ ଘାତକ ହେବାରୁ ରୋକିବ ଟିକାକରଣ
-କୋଭିଡ-୧୯ ମହାମାରୀ ପ୍ରଭାବରେ ନିମ୍ନମୁଖୀ ହୋଇଥିବା ଭାରତୀୟ ଅର୍ଥନୀତିର ପୁନରୁଦ୍ଧାର ପ୍ରକ୍ରିୟା ଚଳିତ ଜୁନ୍ ମାସରୁ ଆରମ୍ଭ ହେବ ଏବଂ ଜୁଲାଇରେ ସେହି ପ୍ରକ୍ରିୟା ତ୍ୱରାନ୍ୱିତ ହେବ
-କେନ୍ଦ୍ର ମନା କରିବା ପରେ ଅଟକିଲା କେଜରିୱାଲଙ୍କ ‘ଘରେ ଘରେ ରେସନ୍’ ଯୋଜନା
-୨୦୨୦-୨୧ରେ ରିଲାଏନ୍ସ ସିଏସଆରରେ ଖର୍ଚ୍ଚ କରିଛି ୧୧୪୦ କୋଟି
-ଛାତ ଉପରେ ଜଙ୍ଗଲ ; ଲାଗିଛି ୨୫୦୦ ଗଛ
-କାନପୁରରେ ଗୁପଚୁପ ପ୍ରିୟ ଗାଈ, ବାଛୁରୀ
-୨୫ହଜାର ସିନେ କର୍ମଚାରୀଙ୍କୁ ସଲମାନଙ୍କ ଆର୍ଥିକ ସହାୟତା
-ବୟସ୍କଙ୍କୁ ତୃତୀୟ ପାନ ଟିକା ଦିଆଯାଇପାରେ: ଲାନ୍ସେଟ୍
-କୋଲକାତା ଭାଜପା କାର୍ୟ୍ୟାଳୟ ନିକଟରୁ ୫୪ ଅଫୁଟା ବୋମା ଜବତ
-ଅମୋଲ ମଜୁମଦାର୍ ମୁମ୍ବଇ କ୍ରିକେଟ୍ ଦଳର ପ୍ରଶିକ୍ଷକ ନିଯୁକ୍ତି ନେଇ ମାମଲା
-ୟୁଏଇ କିମ୍ବା ଓମାନରେ ହୋଇପାରେ ଟ୍ବେଣ୍ଟି୨୦ ବିଶ୍ବକପ
-କମ୍ ପାରିଶ୍ରମିକ ନେଇ ଶ୍ରୀଲଙ୍କା କ୍ରିକେଟର୍ଙ୍କ ଅସନ୍ତୋଷ
-ୱିମ୍ବଲଡନ୍ରୁ ଓହରିଲେ ୱାରିଙ୍କା
-ଫ୍ରେଞ୍ଚ ଓପନ ଟେନିସ, ଶ୍ବେତଲୀନାଙ୍କୁ ବିଦାକଲେ କ୍ରେଜିକୋଭା
-ଗାଡି ସାଇଡ କରିବାକୁ ନେଇ ବିଜେପି ନେତାଙ୍କୁ ପିଟିପିଟି ହତ୍ୟା
Comments are closed.