www.samajalive.in
Saturday, December 13, 2025
26.1 C
Bhubaneswar

ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୦୨୪୨ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୫୩୬୫୯୫କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୦୨୪୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୫୩୬୫୯୫କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୧୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୯୪୩, କଟକ ୮୮୭, ପୁରୀ ୭୦୭, ସମ୍ବଲପୁର ୬୪୧, କଳାହାଣ୍ଡି ୪୪୮, ଅନୁଗୁଳ ୪୩୮, ଝାରସୁଗୁଡ଼ା ୩୩୧, ବାଲେଶ୍ବର ୩୦୧, ନବରଙ୍ଗପୁର ୨୯୧, ବଲାଙ୍ଗିର ୨୭୩, ଷ୍ଟେଟପୁଲ ୨୭୨, ନୟାଗଡ଼ ୨୫୪, ଯାଜପୁର ୨୨୨, ନୂଆପଡ଼ା ୨୧୪, ମୟୂରଭଞ୍ଜ ୨୦୭, ଗଞ୍ଜାମ ୧୯୫, ସୋନପୁର ୧୭୯, କେନ୍ଦୁଝର ୧୭୭, ଢେଙ୍କାନାଳ ୧୬୭, କେନ୍ଦ୍ରାପଡ଼ା ୧୫୮, ଜଗତସିଂହପୁର ୧୩୭, ଦେବଗଡ଼ ୧୩୬, ରାୟଗଡ଼ା ୧୩୬, କୋରାପୁଟ ୧୨୨, ଗଜପତି ୧୧୬, ବୌଦ୍ଧ ୧୧୩, ଭଦ୍ରକ ୧୦୦, କନ୍ଧମାଳ ୧୦୦ ଓ ମାଲକାନଗିରିରୁ ୯୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories