www.samajalive.in
Friday, December 12, 2025
15.1 C
Bhubaneswar

କାଳବୈଶାଖୀର ତାଣ୍ଡବ : ଉପୁଡିଲା ଗଛ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟି

ଆରଡି: ଗତଶୁକ୍ରବାର ସଂଧ୍ୟାରେ ଭଦ୍ରକ ଜିଲାର ଆରଡିପୀଠ ସମେତ ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବଡବଡ ଗଛ ଉପୁଡି ପଡିବା ସହ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ଭାଙ୍ଗିଯିବାରୁ ବିଦ୍ୟୁତ ସରାବର ସମ୍ପୁର୍ଣ୍ଣ ଭାବେ ଠପ ହୋଇଯାଇଥିଲା। ଏହି ଝଡବର୍ଷାରେ ପବନ ଓ ବଜ୍ରପାତ ଏତେ ପ୍ରଖର ଥିଲା ଯାହାର ପ୍ରଭାବରେ ବଡବଡ ଗଛର ଡାଳ ଭାଙ୍ଗି ପଡିବାରୁ ବିଦ୍ୟୁତ ତାର ଛିଡି ପଡିବା ସହିତ ସଂଯୋଗ କରୁଥିବା ଶଙ୍ଖ ଗୁଡିକ ଭାଙ୍ଗି ଯାଇଥିଲା। ଯାହାଫଳରେ ଆଖପାଖ ଅଞ୍ଚଳରେ ବିଦ୍ୟୁତ ସରାବର ଶନିବାର ମଧ୍ୟାହ୍ନ ଯାଏଁ ବନ୍ଦ ହୋଇଯାଇଥିବାରୁ ପିଇବା ପାଣି ସହ ଅନ୍ୟାନ ସେବା ପାଇଁ ନାହିଁ ନଥିବା ସମସ୍ୟାର ସମୁଖିନ ହୋଇଥିଲେ ସ୍ଥାନୀୟ ଲୋକମାନେ। ଅନ୍ୟପଟେ ଶୁକ୍ରବାର ରାତିରେ ଝଡବର୍ଷା ଛାଡିବା ପରେ ବିଦ୍ୟୁତ ଭିବାଗର କର୍ମଚାରୀ ସବୁ ଅଞ୍ଚଳକୁ କିଭଳି ବିଦ୍ୟୁତ୍ ସେବା ପହଞ୍ଚି ପାରିବ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories