www.samajalive.in
Monday, December 8, 2025
24.1 C
Bhubaneswar

ଆଜି ରାତିରୁ ମହାରାଷ୍ଟ୍ରରେ ୧୫ ଦିନିଆ ୧୪୪ ଧାରା

ଭୂତାଣୁ ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ପାଇଁ ମହାରାଷ୍ଟ୍ରରେ ଆଜି ରାତି ୮ଟାରୁ ୧୫ ଦିନିଆ କଡ଼ା କଟକଣା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ରାଜ୍ୟବାସୀଙ୍କୁ ଏକ ଭର୍ଚୁଆଲ୍‍ ବାର୍ତ୍ତାରେ ଶ୍ରୀ ଠାକରେ କହିଛନ୍ତି, ଦୈନିକ କୋଭିଡ ସଂକ୍ରମଣ ମାମଲା ଉଦ୍‍ବେଗଜନକ ସ୍ଥିତିରେ ପହଞ୍ଚିଥିବାରୁ ସମଗ୍ର ରାଜ୍ୟରେ ଧାରା ୧୪୪ ଜାରି କରାଯିବ। ଏହି ସମୟରେ ମୁମ୍ବାଇ ଲୋକାଲ୍‍ ଟ୍ରେନ୍‍ ଓ ବସ୍‍ ସେବା ଭଳି ସାର୍ବଜନିକ ପରିବହନ ବ୍ୟବସ୍ଥାକୁ ବନ୍ଦ କରାଯିବ ନାହିଁ। ତେବେ କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର କର୍ମଚାରୀମାନେ ଏଥିରେ ଯାତାୟାତ କରିପାରିବେ।

- Advertisement -


ରାଜ୍ୟରେ ଅକ୍ସିଜେନର ଅଭାବ ରହିଥିବା ବିଷୟରେ ସେ କହିଛନ୍ତି ଅନ୍ୟ ରାଜ୍ୟରୁ ମହାରାଷ୍ଟ୍ରରେ ଅକ୍ସିଜେନ ପହଞ୍ଚାଇବା ପାଇଁ ବାୟୁସେନାକୁ ନିର୍ଦ୍ଦେଶ ଦେବା ସକାଶେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିବେ। ଏବେ ମହାରାଷ୍ଟ୍ର ୧୨ଶହ ମେଟ୍ରିକ୍‍ ଟନ୍‍ ଅକ୍ସିଜେନ୍‍ ଉତ୍ପାଦନ କରୁଛି ଏବଂ କରୋନା ସଂକ୍ରମଣ ବୃଦ୍ଧି ହେତୁ ୯୫୦ରୁ ଏକହଜାର ଟନ୍‍ ଅକ୍ସିଜେନର ଆବଶ୍ୟକତା ଦେଖାଦେଇଛି। ଏଥିପାଇଁ ଅନ୍ୟ ରାଜ୍ୟରୁ ଅକ୍ସିଜେନ ଆମଦାନୀ ଆବଶ୍ୟକ ହେଉଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories