www.samajalive.in
Sunday, December 14, 2025
26.1 C
Bhubaneswar

ଅମିତଙ୍କୁ ଟିଏମ୍‍ସିର ଲିଗାଲ୍‍ ନୋଟିସ୍‍

ନୈନିତାଲ୍‍: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ତୃଣମୂଳ କଂଗ୍ରେସ ବିଭ୍ରାନ୍ତିମୂଳକ, ଅପମାନସୂଚକ ଓ ବିଦ୍ୱେଷ ସୃଷ୍ଟିକାରୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣିଛି। ଏଥିପାଇଁ ଶ୍ରୀଶାହାଙ୍କ ପାଖକୁ ଟିଏମ୍‍ସି ଏକ ଲିଗାଲ୍‍ ନୋଟିସ୍‍ ପଠାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଶ୍ରୀ ଶାହା ତୁରନ୍ତ ସର୍ବସମ୍ମୁଖରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ନ କଲେ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ନୋଟିସ୍‍ରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ଗତ ଶନିବାର ଦିନ କଲକତାରେ ଅନୁଷ୍ଠିତ ଏକ ରାଲିରେ ଶ୍ରୀ ଶାହା ତୃଣମୂଳ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍ଗ ଭଣଜା ଅଭିଶେକ ବାନାର୍ଜୀଙ୍କ ବିରୋଧରେ ଦୁର୍ନୀତିଖୋର ଅଭିଯୋଗ ଆଣିଥିଲେ। ଶ୍ରୀ ଶାହା ଅଭିଶେକଙ୍କ ନାମ ନେଇ ନଥିଲେ ମଧ୍ୟ ‘ଭତିଜା’ ସହିତ ଏପରି କିଛି ନିର୍ଦ୍ଦିଷ୍ଟ ଶବ୍ଦ ଉଲ୍ଲେଖ କରିଥିଲେ ଯାହା ଅଭିଶେକଙ୍କୁ ହିଁ ସୂଚାଉ ଥିଲା। ଏହାପୂର୍ବରୁ ମଧ୍ୟ ଟିଏମ୍‍ସି ନେତା ଡି ଓ ବ୍ରେନ୍‍ ଅମିତ ଶାହାଙ୍କୁ ଲିଗାଲ୍‍ ନୋଟିସ୍‍ ଦେଇଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories